UCCIL: ରାଜ୍ୟପାଳଙ୍କୁ ଭେଟିଲେ ୟୁସିସିଆଇଏଲ୍‌ ସଭାପତି

1 hour ago 1
ARTICLE AD BOX

ଲୋକ ଭବନରେ ରାଜ୍ୟପାଳ ବ୍ରଜ ମୋହନ ରାମଙ୍କୁ ଦି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ୍‌)ର ସଭାପତି ଡ. ପ୍ରବୋଧ ମହାନ୍ତି ଓ ସମ୍ପାଦକ ଡ. ସଞ୍ଜୀବ ମହାପାତ୍ରଙ୍କ ସାକ୍ଷାତ କରିଥିଲେ। ଡ. ମହାନ୍ତି ରାଜ୍ୟପାଳଙ୍କୁ ୟୁସିସିଆଇଏଲ୍‌ର କାର୍ଯ୍ୟଧାରାଓେ...

 ରାଜ୍ୟପାଳଙ୍କୁ ଭେଟିଲେ ୟୁସିସିଆଇଏଲ୍‌ ସଭାପତି

ଭୁବନେଶ୍ବର: ଲୋକ ଭବନରେ ରାଜ୍ୟପାଳ ବ୍ରଜ ମୋହନ ରାମଙ୍କୁ ଦି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ୍‌)ର ସଭାପତି ଡ. ପ୍ରବୋଧ ମହାନ୍ତି ଓ ସମ୍ପାଦକ ଡ. ସଞ୍ଜୀବ ମହାପାତ୍ରଙ୍କ ସାକ୍ଷାତ କରିଥିଲେ। ଡ. ମହାନ୍ତି ରାଜ୍ୟପାଳଙ୍କୁ ୟୁସିସିଆଇଏଲ୍‌ର କାର୍ଯ୍ୟଧାରାଓେ ଓଡ଼ିଶାର ଶିଳ୍ପ ତଥା ଅର୍ଥନୈତିକ ବିକାଶ ପ୍ରତି ଅବଦାନ ସମ୍ପର୍କରେ ଅବଗତ କରାଇଥିଲେ। ରାଜ୍ୟର ଏମ୍ଏସ୍‌ଏମ୍‌ଇଗୁଡ଼ିକ ସମ୍ମୁଖୀନ ହେଉଥିବା ପ୍ରମୁଖ ଆହ୍ୱାନଗୁଡ଼ିକ ଉପରେ ସେ ଆଲୋକପାତ କରିଥିଲେ। ଶିଳ୍ପ ତଥା ସ୍ଥାନୀୟ ଉତ୍ପାଦଗୁଡ଼ିକର ପ୍ରଚାରପ୍ରସାର ପାଇଁ ୟୁସିସିଆଇଏଲ୍‌ ଗ୍ରହଣ କରୁଥିବା ପଦକ୍ଷେପ ବିଷୟରେ କହିଥିଲେ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.