ARTICLE AD BOX
ପଟିଆସ୍ଥିତ ଜେଡ୍ ଇଷ୍ଟେଟ୍ ଟାୱାର୍ରେ ଟ୍ରେଣ୍ଡ୍ସର ନବୀକୃତ ଷ୍ଟୋରକୁ ଓଡ଼ିଆ ଅଭିନେତ୍ରୀ ଭୁମିକା ଦାସଙ୍କ ଉପସ୍ଥିତିରେ ପୁନଃଶୁଭାରମ୍ଭ କରାଯାଇଛି। ଷ୍ଟୋର୍ରେ ପୁରୁଷ, ମହିଳା ଓ ଶିଶୁଙ୍କ ପାଇଁ ପୋଷାକଠାରୁ ଆରମ୍ଭ କରି ଅନ୍ୟାନ୍ୟ ଫ୍ୟାସନ ସାମଗ୍ରୀ ରହିଛି।
/sambad/media/media_files/2026/11/10/whatsapp-image-2026-2026-11-10-20-32-14.jpeg)
ଭୁବନେଶ୍ବର: ପଟିଆସ୍ଥିତ ଜେଡ୍ ଇଷ୍ଟେଟ୍ ଟାୱାର୍ରେ ଟ୍ରେଣ୍ଡ୍ସର ନବୀକୃତ ଷ୍ଟୋରକୁ ଓଡ଼ିଆ ଅଭିନେତ୍ରୀ ଭୁମିକା ଦାସଙ୍କ ଉପସ୍ଥିତିରେ ପୁନଃଶୁଭାରମ୍ଭ କରାଯାଇଛି। ଷ୍ଟୋର୍ରେ ପୁରୁଷ, ମହିଳା ଓ ଶିଶୁଙ୍କ ପାଇଁ ପୋଷାକଠାରୁ ଆରମ୍ଭ କରି ଅନ୍ୟାନ୍ୟ ଫ୍ୟାସନ ସାମଗ୍ରୀ ରହିଛି। ଏହି ନବୀକୃତ ଷ୍ଟୋର ଗ୍ରାହକମାନଙ୍କୁ ସପିଙ୍ଗର ନୂଆ ଅନୁଭୂତି ପ୍ରଦାନ କରିବ। ଏହି ଅବସରରେ ସ୍ବତନ୍ତ୍ର ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ୩୪୯୯ ଟଙ୍କାର ସପିଙ୍ଗ କଲେ ଆଉ ମାତ୍ର ୨୪୯ ଟଙ୍କା ଦେଇ ଆକର୍ଷଣୀୟ ଉପହାର ପାଇପାରିବେ। ସେହିପରି ସେମାନେ ୧୫୦୦ ଟଙ୍କାର କୁପନ ମଧ୍ୟ ମାଗଣାରେ ପାଇପାରିବେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


