Truck Catches Fire: ୫୩ ନମ୍ବର ଜାତୀୟ ରାଜପଥରେ ଜଳିଗଲା କୋଇଲା ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

1 hour ago 1
ARTICLE AD BOX

କାମାକ୍ଷାନଗର: ୫୩ ନମ୍ବର ଜାତୀୟ ରାଜପଥରେ ଅଘଟଣ। ପରଜଙ୍ଗ ଥାନା ଖଇରମୁଣ୍ଡା ଟୋଲ୍‌ଗେଟ୍‌ ନିକଟରେ ଜଳିଗଲାକୋଇଲା ବୋଝେଇ ଟ୍ରକ୍‌।ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ତେବେ ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ ଡ୍ରାଇଭର ସୁରକ୍ଷିତ ଅଛନ୍ତି।

Advertisment

ଅଗ୍ନିକାଣ୍ଡର କ‌ାରଣ ଅସ୍ପଷ୍ଟ

ଟ୍ରକ୍‌ରେ କେଉଁ କାରଣରୁ ନିଆଁ ଲାଗିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ଘଟଣା ପରେ ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.