ARTICLE AD BOX
ଚଳିତ ବର୍ଷର ଶେଷ ଟେନିସ ପ୍ରତିଯୋଗିତା ଡବ୍ଲ୍ୟୁଟିଏ ଫାଇନାଲ୍ସ ସେମିଫାଇନାଲ୍ରେ ଆମେରିକାର ଜେସିକା ପେଗୁଲା ପ୍ରବେଶ କରିଥିଲା କୋକୋ ଗଫ୍ ନକ୍ଆଉଟ୍ ହୋଇଛନ୍ତ। ଗୁରୁବାର ଗ୍ରୁପ୍-୧ର ଏକ ମୁକାବିଲାରେ ପଞ୍ଚମ ମାନ୍ୟତାପ୍ରାପ୍ତ ପେଗୁଲା...
/sambad/media/media_files/2026/11/13/13bbs_9_13112026_112-2026-11-13-12-27-22.jpg)
ଇଣ୍ଡିଆନ୍ ୱେଲ୍ସ: ଚଳିତ ବର୍ଷର ଶେଷ ଟେନିସ ପ୍ରତିଯୋଗିତା ଡବ୍ଲ୍ୟୁଟିଏ ଫାଇନାଲ୍ସ ସେମିଫାଇନାଲ୍ରେ ଆମେରିକାର ଜେସିକା ପେଗୁଲା ପ୍ରବେଶ କରିଥିଲା କୋକୋ ଗଫ୍ ନକ୍ଆଉଟ୍ ହୋଇଛନ୍ତ। ଗୁରୁବାର ଗ୍ରୁପ୍-୧ର ଏକ ମୁକାବିଲାରେ ପଞ୍ଚମ ମାନ୍ୟତାପ୍ରାପ୍ତ ପେଗୁଲା ୭-୬, ୪-୬, ୭-୫ ସେଟ୍ରେ ଚେକ୍ଗଣରାଜ୍ୟର ଲିଣ୍ଡା ନୋସ୍କୋଭାଙ୍କୁ ପରାସ୍ତ କରିଛନ୍ତି। ପୂର୍ବରୁ ୱିମ୍ବଲଡନ୍ ବିଜୟିନୀ ୧୯ ବର୍ଷୀୟା ନୋସ୍କୋଭା ୨ରୁ ୨ ବିଜୟ ସହ ସେମିଫାଇନାଲ୍ ପହଞ୍ଚି ସାରିଥିବାରୁ ଏହି ପରାଜୟ ତାଙ୍କ ଉପରେ କିଛି ପ୍ରଭାବ ପକାଇନି। ଏହି ଗ୍ରୁପ୍ର ଅନ୍ୟଏକ ମ୍ୟାଚ୍ରେ ଗଫ୍ ୬-୪, ୭-୫ ସେଟ୍ରେ ୟୁକ୍ରେନ୍ର ମାର୍ତା କୋସ୍ତ୍ୟୁକଙ୍କୁ ହରାଇବା ସତ୍ତ୍ବେ ବିଦାୟ ନେଇଛନ୍ତି।
Japan Masters 2026: ଜପାନ ମାଷ୍ଟର୍ସ: ସେମିରେ ଲକ୍ଷ୍ୟ, ଶ୍ରୀକାନ୍ତ ବିଦା
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


