Teeth Care: ସରଳ ଘରୋଇ ଉପାୟରେ ଦାନ୍ତକୁ ଚକ୍ ଚକ୍‌ କରିପାରିବେ

2 months ago 32
ARTICLE AD BOX

ଭୁବନେଶ୍ବର: ମୁଖର ସୌନ୍ଦର୍ଯ୍ୟର ଏକ ପ୍ରମୁଖ ଅଙ୍ଗ ହେଲା ଦାନ୍ତ। ଜଣେ ଯେତେ ସୁନ୍ଦରୀ ହେଲେ ବି ଯଦି ଦାନ୍ତ ହଳଦିଆ ପଡ଼ିଥାଏ, ତେବେ ସେଥିଲାଗି ସେ ନିଜକୁ ଅସହଜ ମନେ କରିଥାନ୍ତି। ଏହି କାରଣରୁ ଆଜିକାଲି ଅନେକ ଲୋକ ନିଜର ହଳଦିଆ ଦାନ୍ତକୁ ନେଇ ଚିନ୍ତିିତ ଅଛନ୍ତି। ସେମାନେ କିପରି ଦାନ୍ତକୁ ଚକ୍‌ ଚକ୍‌ କରିବେ,ସେଥିପାଇଁ ଦନ୍ତ ଚିକିତ୍ସକଙ୍କ ପାଖକୁ ବି ଯାଇଥାନ୍ତି। ହେଲେ ଆପଣ କ’ଣ ଜାଣନ୍ତି ଏହାର ଘରୋଇ ଉପାୟ ବି ଅଛି। ଏହାର ଅବଲମ୍ବନ କଲେ ଦାନ୍ତ ଧଳା ଓ ଚକ୍‌ ଚକ୍‌ ଦିଶିବ।

ଦାନ୍ତମଜଭୁତବିହୋଇଥାଏ

ପ୍ରଥମକଥାହେଲାଦାନ୍ତକୁଅତିକମ୍‌ରେଦୁଇଥରଭଲଭାବେବ୍ରଶ୍‌ କରନ୍ତୁ।ତା’ ଛଡ଼ାମାଉଥ୍‌ ଓ୍ୱାସରେଦିନଭିତରେଥରେଭଲଭାବେମୁହଁକୁସଫାକରନ୍ତୁ।ଏପରିକରିଲେଦାନ୍ତରେଜମାଥିବାମଇଳାଦୂରହୋଇଥାଏ।ହଳଦୀରେସୋରିଷତେଲଓଲୁଣମିଶାଇଦାନ୍ତରେବ୍ରଶ୍‌ ଭଳିହାତରେଘଷିଲେହଳଦିଆ ଦାନ୍ତବିସଫାହୋଇଥାଏଓଚକ୍‌ ଚକ୍‌ ଦିଶେ।ଖାଲିସେତିକିନୁହେଁ, ଦାନ୍ତମଜଭୁତବିହୋଇଥାଏ।ଦାନ୍ତହଳଦିଆ ପଡ଼ିଯାଇଥିଲେଖାଇବାସୋଡ଼ାକୁଦାନ୍ତରେଘଷିଲେମଧ୍ୟଦାନ୍ତଚକ୍ ‌ଚକ୍‌ ଦିଶେ।ଠିକ୍‌ ସେହିପରିପ୍ରତିଦିନଗୋଟିଏକଞ୍ଚାଗାଜରକାଟିଚୋବାଇଚୋବାଇଖାଇଲେଦାନ୍ତପରିଷ୍କାରହେବାରେସହାୟକହୋଇଥାଏ।

Hezbollah: ଲେବାନନର ଖ୍ରୀଷ୍ଟିଆନ ଗ୍ରାମଗୁଡ଼ିକ ଇସ୍ରାଏଲରେ ସାମିଲ ହେବ

Read Entire Article
LEFT SIDEBAR AD

Hidden in mobile, Best for skyscrapers.