ARTICLE AD BOX
ସୁନ୍ଦରଗଡ଼ ବନଖଣ୍ଡ ସବଡେଗା ଵ୍ଳକ ହମିରପୁର ପଞ୍ଚାୟତ ଗୋପପୁର ଗ୍ରାମ ପାଖରେ ଥିବା ଜଙ୍ଗଲରେ ଏକ ଖାଲରେ ଏକ ଛୁଆ ହାତୀ ପଡ଼ି ଯାଇଥିଵା ସୂଚନା ମିଳିଛି । ପାଖରେ ମା ହାତୀ ଜଗି ଛୁଆକୁ ଖାଲରୁ ବାହାର କରିବାକୁ ଚେଷ୍ଟା ଚଳାଇଛି।
/sambad/media/media_files/2026/08/13/elephant-2026-08-13-09-48-56.jpeg)
ସୁନ୍ଦରଗଡ଼: ସୁନ୍ଦରଗଡ଼ ବନଖଣ୍ଡ ସବଡେଗା ଵ୍ଳକ ହମିରପୁର ପଞ୍ଚାୟତ ଗୋପପୁର ଗ୍ରାମ ପାଖରେ ଥିବା ଜଙ୍ଗଲରେ ଏକ ଖାଲରେ ଏକ ଛୁଆ ହାତୀ ପଡ଼ି ଯାଇଥିଵା ସୂଚନା ମିଳିଛି । ପାଖରେ ମା ହାତୀ ଜଗି ଛୁଆକୁ ଖାଲରୁ ବାହାର କରିବାକୁ ଚେଷ୍ଟା ଚଳାଇଛି। ବନବିଭାଗ ଓ ସ୍ଥାନୀୟ ଲୋକ ପହଞ୍ଚିଥିଲେ ମଧ୍ଯ ମା ହାତୀ ପାଖରେ ପୂରାଇ ଦେଉ ନଥିବାରୁ ଛୁଆ ହାତୀକୁ ଉଦ୍ଧାର କରିବା ସମ୍ଭବ ହୋଇ ନାହିଁ। ସମ୍ଭବତଃ ମହାବୀର ପାହାଡ଼ ଅଞ୍ଚଳରୁ ଘଉଡ଼ାଇ ଦେଉଥିବା ହାତୀପଲ ଏଠାକୁ ଆସିଥିବା ଓ ଛୁଆ ହାତୀ ଖାଲରେ ପଡ଼ି ଯାଇଥିବା ବନବିଭାଗ ଅନୁମାନ କରିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 days ago
4


