Snake: ବିଛଣା ନିକଟରୁ ସାତ ଫୁଟ ଲମ୍ବା ବାରାଚିତା ସାପ ଉଦ୍ଧାର

1 hour ago 1
ARTICLE AD BOX

ନୀଳଗିରି: ଶୋଇବାକୁ ଯିବାବେଳେ ବିଛଣା ପାଖରେ ବିରାଟକାୟ ସାପ। ସାପର ଗର୍ଜନ ଶୁଣି ଘରୁ ଧାଇଁ ପଳାଇ ଆସିଲେ ମହିଳା । ଏଭଳି ଘଟଣା ଦେଖ‌ିବାକୁ ମିଳିଛି ନୀଳଗିରି ସନ୍ତରାଗଡିଆ ବଜାର ନିକଟରେ। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ମାଳତୀ ମାଝୀ ରାତିରେ ଖାଇ ନିଜ ବିଛଣା ନିକଟକୁ ଯିବା ସମୟର ସାପ ଗର୍ଜନ ଛାଡିଥିଲା । ପରେ ବାହାରି ଆସି ପଡୋଶୀଙ୍କୁ ଡାକିଥିଲେ।

Advertisment

କୁଳଡ଼ିହା ଅଭୟାରଣ୍ୟରେ ଛଡ଼ାଗଲା

ପରେ ଈଶ୍ବରପୁର ଅଞ୍ଚଳର ଶିବ ଶଙ୍କର ମଢୁଆଳ ପହଞ୍ଚି ସାତ ଫୁଟ ଲମ୍ବା ବାରାଚିତା ସାପକୁ ଉଦ୍ଧାର କରି ପଞ୍ଚଲିଙ୍ଗେଶ୍ବର ନିକଟ କୁଳଡ଼ିହା ଅଭୟାରଣ୍ୟରେ ଛାଡ଼ିଛନ୍ତି।

Bus Drivers: ମୁଖ୍ୟମନ୍ତ୍ରୀ ବସ ଚାଳକଙ୍କ ଧର୍ମଘଟ, କେନ୍ଦୁଝର ଜିଲ୍ଲାର ସାତଟି ବ୍ଲକରେ ବସ୍ ସେବା ଠପ୍

Read Entire Article
LEFT SIDEBAR AD

Hidden in mobile, Best for skyscrapers.