ARTICLE AD BOX
ଭୁବନେଶ୍ବର: ସ୍ମାର୍ଟ ବଜାରର ତ୍ୟୋହାର ରେଡି ସେଲ୍ ଆଜିଠାରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଗ୍ରାହକମାନେ ସୋରୁମ୍ରେ ଫ୍ୟାସନ, ହୋମ୍ ଡେକର୍, ଉପହାର ସାମଗ୍ରୀ, ଗ୍ରୋସରି, ହୋମ୍ୱେର୍ ଓ ଉତ୍ସବ ପାଇଁ ଜରୁରୀ ଜିନିଷପତ୍ର ଉପରେ ଆକର୍ଷଣୀୟ ଅଫର ଓ ମୂଲ୍ୟ ପାଇପାରିବେ। ପ୍ରମୁଖ ଭାରତୀୟ ମିଷ୍ଟାନ୍ନ ବ୍ରାଣ୍ଡ୍ ଉପରେ ଗୋଟିଏ କିଣିଲେ ଗୋଟିଏ ମାଗଣା ଅଫର ରହିଛି।
Advertisment
ଫ୍ୟାସନ୍ ସାମଗ୍ରୀ ଦାମ୍ ୧୯୯ ଟଙ୍କାରୁ ଆରମ୍ଭ ହୋଇଛି। କେତେକ ବିରିଆନି ବାସମତୀ ଚାଉଳ କେଜି ୯୫ ଟଙ୍କା ରହିଛି। କୋଲ୍ଡ ଡ୍ରିଙ୍କ୍ସ ଓ ଜୁସ୍ ଉପରେ ତିନିଟି କିିଣିଲେ ଗୋଟିଏ ମାଗଣା ଉପହାର ରହିଛି। ଏହି ସମସ୍ତ ଅଫର ସହିତ ସ୍ମାର୍ଟ ବଜାର ପରିବାରଗୁଡ଼ିକୁ ଉତ୍ସବ ଲାଗି କିଣାକିଣି କରିବାକୁ ଆମନ୍ତ୍ରଣ କରିଛି।

44 minutes ago
2


