'Shiksha sambad': ଆସନ୍ତାକାଲିଠାରୁ ସପ୍ତାହରେ ୪ ଦିନ ‘ଶିକ୍ଷା ସମ୍ବାଦ’; ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ

12 hours ago 2
ARTICLE AD BOX

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଅଧୀନରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢୁଥିବା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ‘ସମ୍ବାଦ’ରେ ସପ୍ତାହକୁ ଚାରି ଦିନ ପ୍ରକାଶ ପାଇବାକୁ ଯାଉଛି ‘ଶିକ୍ଷା ସମ୍ବାଦ’। ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ପାଠପଢ଼ା ଓ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତିରେ ଉପଯୋଗୀ ହେଲା ଭଳି ବିଭିନ୍ନ ବିଷୟର ବିଶିଷ୍ଟ ଶିକ୍ଷକମାନଙ୍କ ଦ୍ବାରା ପ୍ରସ୍ତୁତ ‘ଶିକ୍ଷା ସମ୍ବାଦ’ ସେପ୍ଟେମ୍ବର ୯ ତାରିଖ, ବୁଧବାରଠାରୁ ପ୍ରକାଶ ପାଇବ।

Health: ଉପଖଣ୍ଡ ଚିକିତ୍ସାଳୟରେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ଗୁରୁତର ଶିଶୁ

ସପ୍ତାହର ବୁଧବାର, ଶୁକ୍ରବାର, ରବିବାର ଓ ସୋମବାର ଦିନ ‘ଶିକ୍ଷା ସମ୍ବାଦ’ର ଗୋଟିଏ ପୃଷ୍ଠା ‘ସମ୍ବାଦ’ରେ ପ୍ରକାଶ ପାଇବାକୁ ଥିବାରୁ ଏହାକୁ ପାଇବା ପାଇଁ ସ୍ଥାନୀୟ ‘ସମ୍ବାଦ’ ଏଜେଣ୍ଟମାନଙ୍କୁ ଆଗୁଆ କହି ରଖିବାକୁ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନୁରୋଧ।

Traffic: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବିଯୁକ୍ତ ପଏଣ୍ଟ ମିଳିବ, ଭଲ ଆଚରଣ ପାଇଁ ରିୱାର୍ଡ

Read Entire Article
LEFT SIDEBAR AD

Hidden in mobile, Best for skyscrapers.