ARTICLE AD BOX
ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା ଦିବେଆଗର ସମୁଦ୍ରରେ ଆଜି ଏକ ବଡ଼ ଅଘଟଣ ଘଟିଛି। ପିକ୍ନିକ୍ ପାଇଁ ଯାଇଥିବା ପୁଣେର ଆଳନ୍ଦୀ ଅଞ୍ଚଳର ଏକ କଲେଜର ଛାତ୍ରମାନେ ଭୟଙ୍କର ଦୁର୍ଘଟଣାର ସାମ୍ନା କରିଛନ୍ତି। ଗାଧୋଇବା ସମୟରେ ସମୁଦ୍ରରେ ବୁଡ଼ିଯାଇ ୮ ଜଣ ଛାତ୍ରଙ୍କର...
/sambad/media/media_files/2026/10/01/untitled-32-2026-10-01-19-47-48.jpeg)
ରାୟଗଡ଼: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା ଦିବେଆଗର ସମୁଦ୍ରରେ ଆଜି ଏକ ବଡ଼ ଅଘଟଣ ଘଟିଛି। ପିକ୍ନିକ୍ ପାଇଁ ଯାଇଥିବା ପୁଣେର ଆଳନ୍ଦୀ ଅଞ୍ଚଳର ଏକ କଲେଜର ଛାତ୍ରମାନେ ଭୟଙ୍କର ଦୁର୍ଘଟଣାର ସାମ୍ନା କରିଛନ୍ତି। ଗାଧୋଇବା ସମୟରେ ସମୁଦ୍ରରେ ବୁଡ଼ିଯାଇ ୮ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଘଟଣା ସଂପର୍କରେ ଜାଣିବା ପରେ ସ୍ଥାନୀୟ ଲୋକ ଏବଂ ପ୍ରଶାସନ ମଧ୍ୟରେ ଚିନ୍ତାର କାରଣ ପାଲଟିଛି। ଆଶ୍ବସ୍ତିକର କଥା ହେଲା ଯେ, ସ୍ଥାନୀୟ ୱାଟର ସ୍ପୋର୍ଟସ ପରିଚାଳକ ଏବଂ ତାଙ୍କର ଟିମ୍ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

34 minutes ago
1


