Road Accident: ଭୟଙ୍କର ଦୁର୍ଘଟଣାରେ ୩ଶ୍ରଦ୍ଧାଳୁଙ୍କ ମୃତ୍ୟୁ

1 hour ago 1
ARTICLE AD BOX

ରାଜସ୍ଥାନର ଜୟପୁର ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ୪୮ର ବାଗରୁ ଅଞ୍ଚଳରେ ଏକ ମିନିବସ୍‌ ଓ ଟ୍ରଲର ମଧ୍ୟରେ ଧକ୍କା ହେବାରୁ ୩ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୨୫ ଜଣ ଆହତ ହୋଇଥିବା ବେଳେ...

 Jaipur Road Accident Jaipur Road Accident

ଜୟପୁର: ରାଜସ୍ଥାନର ଜୟପୁର ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ୪୮ର ବାଗରୁ ଅଞ୍ଚଳରେ ଏକ ମିନିବସ୍‌ ଓ ଟ୍ରଲର ମଧ୍ୟରେ ଧକ୍କା ହେବାରୁ ୩ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୨୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଜୟପୁରର ଏସ୍‌ଏମ୍‌ଏସ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମିନିବସ୍‌ଟି ଖଟୁ ଶ୍ୟାମଙ୍କ ଦର୍ଶନ ପରେ ସାଲାସର ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.