ARTICLE AD BOX
ଲିଷ୍ଟ A ମ୍ୟାଚ୍ରେ ସବୁଠୁ କମ୍ ବଲ୍ରେ ଶତକ ହାସଲ କରିଛନ୍ତି ବୈଭବ । ଏଥିରେ ସାମିଲ ରହିଛି ୧୪ଟି ଛକା ଓ ୪ଟି ଚୌକା ।
Vaibhav Sooryavanshi Photograph: (Sambad)ଦୋହା: ଇତିହାସ ରଚିଲେ ବୈଭବ । ୨୮ ବଲ୍ରେ ଶତକ ମାରି କରିଛନ୍ତି ବିଶ୍ୱ ରେକର୍ଡ । ଲିଷ୍ଟ A ମ୍ୟାଚ୍ରେ ସବୁଠୁ କମ୍ ବଲ୍ରେ ଶତକ ହାସଲ କରିଛନ୍ତି ବୈଭବ । ଏଥିରେ ସାମିଲ ରହିଛି ୧୪ଟି ଛକା ଓ ୪ଟି ଚୌକା ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

59 minutes ago
1


