Relationship Faces Trouble: ଅଲଗା ହେବାକୁ ଯାଉଛନ୍ତି ପ୍ରିନ୍ସ ନରୁଲା ଓ ୟୁବିକା ଚୌଧୁରୀ

1 hour ago 1
ARTICLE AD BOX

ପ୍ରିନ୍ସ ନରୁଲା ଏବଂ ୟୁବିକା ଚୌଧୁରୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ବିବାଦ।ଶୁଣିବାକୁ ମିଳୁଛି ଯେ ଦୀର୍ଘ ୮ ବର୍ଷର ବୈବାହିକ ଜୀବନ ପରେ ସେମାନେ ଅଲଗା ହେବାକୁ ଯାଉଛନ୍ତି।

ଭୁବନେଶ୍ବର: ପ୍ରିନ୍ସ ନରୁଲା ଏବଂ ୟୁଭିକା ଚୌଧୁରୀ ବଲିଉଡ୍ର ସବୁଠୁ ଚର୍ଚ୍ଚିତ ଓ କ୍ୟୁଟ୍ କପୁଲ ଭାବରେ ଜଣାଶୁଣା। ଉଭୟ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିବା ସହ ନିଜ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାଆନ୍ତି। ସେମାନଙ୍କ ଯୋଡ଼ିକୁ ଫ୍ୟାନ୍ସମାନେ ମଧ୍ୟ ବେଶ୍ ପସନ୍ଦ କରନ୍ତି। ହେଲେ ଏବେ ଏହି ଲୋକପ୍ରିୟ ଦମ୍ପତିଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ବଢ଼ିଛି। ଶୁଣିବାକୁ ମିଳୁଛି ଯେ ଦୀର୍ଘ ୮ ବର୍ଷର ବୈବାହିକ ଜୀବନ ପରେ ସେମାନେ ଅଲଗା ହେବାକୁ ଯାଉଛନ୍ତି। ଯଦିଓ ପୂର୍ବରୁ ମଧ୍ୟ ଏଭଳି ଖବର ସାମ୍ନାକୁ ଆସିଥିଲା ତେବେ ଏଥର ଏହି ଚର୍ଚ୍ଚା ଅଧିକ ଜୋର ଧରିଛି। ତେବେ ଏପର୍ଯ୍ୟନ୍ତ ଉଭୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.