ARTICLE AD BOX
ନାବାଳିକା ଝିଆରୀକୁ ଦୁଷ୍କର୍ମ କରି ଦାଦା ଗିରଫ। ଏଭଳି ଘଟଣା ଘଟିଛି ଭଦ୍ରକ ଟାଉନଥାନା ଅଧିନରେ। ଗତ ରଜ ପର୍ବ ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଦାଦା ତାର ସମ୍ପର୍କୀୟ ଝିଆରୀକୁ ଦୁଷ୍କର୍ମ କରିଥିଲା।
Uncle arrested in minor rape case Photograph: (sambad.in)ଭଦ୍ରକ: ନାବାଳିକା ଝିଆରୀକୁ ଦୁଷ୍କର୍ମ କରି ଦାଦା ଗିରଫ। ଏଭଳି ଘଟଣା ଘଟିଛି ଭଦ୍ରକ ଟାଉନଥାନା ଅଧିନରେ। ଗତ ରଜପର୍ବ ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଦାଦା ତାର ସମ୍ପର୍କୀୟ ଝିଆରୀକୁ ଦୁଷ୍କର୍ମ କରିଥିଲା। ଝିଆରୀକୁ ମଧ୍ୟ ଧମଚମକ ଦେଇଥିଲା। ପରିବାର ଲୋକେ ଫେରିବା ପରେ ନାବାଳିକାଜଣଙ୍କ ପରିବାର ଲୋକଙ୍କୁ ଅବଗତ କରାଇଥିଲେ।
ଟାଉନଥାନାରେ ଅଭିଯୋଗ
ପରିବାର ଲୋକେ ଗତକାଲି ରାତିରେ ଟାଉନଥାନାରେ ଅଭିଯୋଗ ପରେ ଦାଦାକୁ ଗିରଫ କରିଛି ଭଦ୍ରକ ଟାଉନ ପୁଲିସ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 hours ago
1


