ARTICLE AD BOX
ଦୁଇଦିନ ହେଲା ଭଦ୍ରକ ଜିଲାରେ ଲଗାଣ ବର୍ଷାରେ ବୁଡ଼ୁଛି ଭଦ୍ରକର ରାସ୍ତା ଘାଟ ଓ ସହର ତଳି ଅଞ୍ଚଳ। ଗୋଟିଏ ପଟେ ବର୍ଷାକୁ ଚାହିଁ ରହୁଥିବା ଚାଷ ମୁହଁରେ ବର୍ଷା ହସ ଫୁଟାଇ ଥିବା ବେକେ ସହର ଓ ସହର ତଳି ଅଞ୍ଚଳରେ ଲୋକଙ୍କ ଦୁଃଖ ଦେଉଛି। ଭଦ୍ରକର ଲଗାଣ ବର୍ଷାରେ ସହରର ମହତାବ ଛକଠାରୁ ଆରଡି ଛକ ରାସ୍ତା ଆଣ୍ଠୁ ଏ ପାଣିରେ ଭାସୁଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


