ARTICLE AD BOX
ଆରବ ସାଗରରେ ଏକ ବଡ଼ ଅଭିଯାନରେ ତଟରକ୍ଷୀ ବାହିନୀ ଏବଂ ଗୁଜରାଟ ଏଟିଏସ୍ ଲକ୍ଷଦ୍ୱୀପ ନିକଟରେ ପ୍ରାୟ ୩୦୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ କରିଛନ୍ତି। ଏହି ଅଭିଯାନ ସମୟରେ ପାଞ୍ଚ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି ଏବଂ ଚୋରାଚାଲାଣ...
ଗାନ୍ଧୀନଗର: ଆରବ ସାଗରରେ ଏକ ବଡ଼ ଅଭିଯାନରେ ତଟରକ୍ଷୀ ବାହିନୀ ଏବଂ ଗୁଜରାଟ ଏଟିଏସ୍ ଲକ୍ଷଦ୍ୱୀପ ନିକଟରେ ପ୍ରାୟ ୩୦୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ କରିଛନ୍ତି। ଏହି ଅଭିଯାନ ସମୟରେ ପାଞ୍ଚ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି ଏବଂ ଚୋରାଚାଲାଣ ନେଟୱାର୍କରେ ସେମାନଙ୍କ ସମ୍ପୃକ୍ତି ସମ୍ପର୍କରେ ପଚରାଉଚରା କରାଯାଉଛି।
ସୂଚନା: ଏହା ସଦ୍ୟତମ ଖବର। ଏହାକୁ ଅପ୍ଡେଟ୍ କରାଯାଉଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 days ago
2


