ARTICLE AD BOX
୮୦ତମ ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ (୨୦୨୬ ଅଗଷ୍ଟ ୧୪) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ତାଙ୍କର ଏହି ସମ୍ବୋଧନ ଦେଶର ବିକାଶ ଯାତ୍ରା, ଗଣତାନ୍ତ୍ରିକ ମୂଲ୍ୟ ଏବଂ ଭବିଷ୍ୟ ପାଇଁ ଲକ୍ଷ୍ୟ ଉପରେ ଆଧାରିତ।
/sambad/media/media_files/2026/08/14/president-2026-08-14-19-42-32.jpeg)
ନୂଆଦିଲ୍ଲୀ: ୮୦ତମ ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ (୨୦୨୬ ଅଗଷ୍ଟ ୧୪) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ତାଙ୍କର ଏହି ସମ୍ବୋଧନ ଦେଶର ବିକାଶ ଯାତ୍ରା, ଗଣତାନ୍ତ୍ରିକ ମୂଲ୍ୟ ଏବଂ ଭବିଷ୍ୟ ପାଇଁ ଲକ୍ଷ୍ୟ ଉପରେ ଆଧାରିତ। ଏହି ଅବସରରେ ସେ ଦେଶର ସ୍ବାଧୀନତା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଦ୍ରୁତଗତିରେ ଅଗ୍ରସର ହୋଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

21 hours ago
4


