Prafulla Samal Hospitalised ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ, ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି

1 hour ago 1
ARTICLE AD BOX

ଭଦ୍ରକ: ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ନିକଟ ସମ୍ପର୍କୀୟଙ୍କ ପକ୍ଷରୁ ଜଣାଯାଇଛି। 

Bhadrak Politics: ମୁଁ ‘ବିଜେଡି’ରେ ଅଛି, ଆମ ନେତା ନବୀନ ପଟ୍ଟନାୟକ: ପ୍ରଫୁଲ୍ଲ ସାମଲ

ସୂଚନ‌ାନୁସାରେ, ପୂର୍ବାହ୍‌ଣରେ ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି (ଶୁକ୍ରବାର) ତାଙ୍କର ଅସୁସ୍ଥତା ଖବର ପାଇ ବିଜେଡିର ବରିଷ୍ଠ ନେତାମାନେ ହସୋଟକକୁ ଯାଇ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭଦ୍ରକର ବହୁ ବିଜେଡି ନେତା ଶ୍ରୀ ସାମଲଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.