ARTICLE AD BOX
ନିଜ ନୃତ୍ୟ ଓ ଅଭିନୟର ଯାଦୁ ଦେଖାଇ ରାତାରାତି ଷ୍ଟାର ପାଲଟି ଯାଇଥିଲେ ଟେଲି ଅଭିନେତ୍ରୀ କ୍ରିଷ୍ଟଲ ଡିସୁଜା। ଗୋଟିଏ ଗୀତ ହିଁ ତାଙ୍କ କ୍ୟାରିୟରକୁ ଦେଇଥିଲା ନୂଆ ପରିଚୟ।
ଭାଗ୍ୟ ଯତେବେଳେେ ବଦଳେ, ସତେବେଳେେ ଅସମ୍ଭବ ବି ସମ୍ଭବ ହୋଇଯାଏ। ରାତାରାତି ବନିଯାଆନ୍ତି ଷ୍ଟାର। ଏହାର ଏକ ଉଦାହରଣ ହେଉଛନ୍ତି ଟେଲି ଅଭିନେତ୍ରୀ କ୍ରିଷ୍ଟଲ ଡିସୁଜା। ଗୋଟିଏ ଗୀତରେ ତାଙ୍କ ନୃତ୍ୟ ଓ ଅଭିନୟ ଏତେ ଚର୍ଚ୍ଚା ସାଉଁଟିଥିଲା ଯେ ତାଙ୍କ ଲୋକପ୍ରିୟତା ରାତାରାତି ବଢ଼ିଯାଇଥିଲା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେହି ଗୋଟିଏ ଗୀତ ହିଁ ତାଙ୍କ କ୍ୟାରିୟରକୁ ବଦଳାଇଦେଇଥିଲା । ଆଉ ତାପରେ ସଫଳତାର ସିଢ଼ି ଚଢ଼ି ଚାଲିଥିଲେ କ୍ରିଷ୍ଟଲ । ତେବେ କେଉଁ ଗୀତ ତାଙ୍କ ଭାଗ୍ୟ ବଦଳାଇ ଦେଲା ? କେମିତି ଗୋଟିଏ ଗୀତ ତାଙ୍କୁ ଦେଇଦେଲା ନୂଆ ପରିଚୟ ? ଆସନ୍ତୁ ଜାଣିବା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

16 minutes ago
1


