ARTICLE AD BOX
ଗଣେଶ ଚତୁର୍ଥୀରେ ଚର୍ଚ୍ଚାରେ ରହିଛି ନୀତା ଅମ୍ବାନୀଙ୍କ ଲୁକ୍ । ହେଲେ ତାଙ୍କ ଶାଢ଼ୀଠାରୁ ଅଧିକ ନଜର ଟାଣିଥିଲା ଗଳାର ଅନନ୍ୟ ହାର। ଏହି ହାର ତିଆରିରେ ଲାଗିଥିଲା ପ୍ରାୟ ୩ ବର୍ଷ ଏବଂ ୧୪ ଜଣ କାରିଗରଙ୍କ ପରିଶ୍ରମ ଲାଗିଥିଲା ।
ଷ୍ଟାଇଲ୍ ଓ ଫ୍ୟାଶନ୍କୁ ନେଇ ଅମ୍ବାନୀ ପରିବାର ସବୁବେଳେ ଚର୍ଚ୍ଚାରେ ରହିଥାଏ । ଆଉ ଯେତେବେଳେ କଥା ନୀତା ଅମ୍ବାନୀଙ୍କ ଲୁକ୍ର ଆସିଥାଏ ସେତେବେଳେ ତାଙ୍କ ଶାଢ଼ୀଠାରୁ ଆରମ୍ଭ କରି ଗହଣା ପର୍ଯ୍ୟନ୍ତ ସବୁକିଛି ଉପରେ ନଜର ଅଟକିଯାଏ । ବିଭିନ୍ନ ପର୍ବପର୍ବାଣୀରେ ନୀତାଙ୍କ ଭିନ୍ନ ଭିନ୍ନ ଲୁକ୍ ଖୁବ୍ ଚର୍ଚ୍ଚା ସାଉଁଟିଥାଏ । ସେହିପରି ଗଣେଶ ଚତୁର୍ଥୀ ଅବସରରେ ମଧ୍ୟ ନୀତା ଅମ୍ବାନୀଙ୍କ ଲୁକ୍ ଖୁବ୍ ଆକର୍ଷଣୀୟ ଥିଲା । ହେଲେ ଏଥର ତାଙ୍କ ଶାଢ଼ୀଠାରୁ ଅଧିକ ଚର୍ଚ୍ଚାକୁ ଆସିଥିଲା ତାଙ୍କ ଗଳାରେ ଥିବା ବଡ଼ ହାର। ଏହା କୌଣସି ସାଧାରଣ ନେକଲେସ୍ ନୁହେଁ , ଏହି ଅନନ୍ୟ ହାର ପଛରେ ୩ ବର୍ଷର ପରିଶ୍ରମ ସହ ୧୪ ଜଣ କୁଶଳୀ କାରିଗରଙ୍କ ହାତର କାରିଗରୀ ରହିଛି । ତେବେ କ’ଣ ରହିଛି ଏହି ହାରର ବିଶେଷତ୍ୱ? କାହିଁକି ଏହାକୁ ତିଆରି କରିବାକୁ ଲାଗିଲା ଏତେ ସମୟ?
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

10 hours ago
1


