New look: ଚର୍ଚ୍ଚାରେ ମନୋଜ ମିଶ୍ରଙ୍କ ଲୁକ୍, ପରଦାକୁ ଆସିବ ଆଗ୍ନେ-ମିନଲଙ୍କ ପ୍ରେମ ଓ ବିବାହ କାହାଣୀ

1 hour ago 1
ARTICLE AD BOX

ଭୁବନେଶ୍ବର: ଏଥର ପୂଜା ବଜାରକୁ ଆସିବ ବେଶ କେତୋଟି ଓଡ଼ିଆ ଛବି। ତେବେ ଏଥିମଧ୍ୟରୁ ନିଆରା ରହିଛି  ‘ଏଡବ୍ଲୁଏମ୍’। ଆଗ୍ନେ ୱେଡ୍ସ ମିନଲ୍ ହେଉଛି ଏହାର ସବଟାଇଟଲ୍।ବେଶ୍କିଛିଦିନରବ୍ୟବଧାନରେଚଳିତବର୍ଷଚର୍ଚ୍ଚିତଅଭିନେତାମନୋଜମିଶ୍ରଙ୍କଅଭିନୀତଏକସିନେମାବଡ଼ପରଦାକୁଆସିବ। ଏହି ସିନେମାରେ ମନୋଜଙ୍କ ଲୁକ୍ ବେଶ୍ ଚର୍ଚ୍ଚାରେ ରହିଛି। 

ରିଷଭଅଗ୍ରୱାଲଙ୍କନିର୍ଦ୍ଦେଶିତଏହିସିନେମାରେମନୋଜମିଶ୍ରଙ୍କବିପକ୍ଷରେପ୍ରଥମଥରଲାଗି ନଜର ଆସିବେ ଜଣାଶୁଣା ନାୟିକାଅର୍ଲିନ୍ଅଙ୍କିତାଙ୍କୁ।ଏହାଛଡ଼ାଏଥିରେଉଷସୀମିଶ୍ରଓଶକ୍ତିବରାଳମଧ୍ୟଗୁରୁତ୍ବପୂର୍ଣ୍ଣ ଭୂମିକାରେଅଛନ୍ତି।ବାସ୍ତବଦମ୍ପତିଙ୍କଏକନିଆରାପ୍ରେମକାହାଣୀଉପରେଏହାରକଥାବସ୍ତୁପ୍ରେରିତବୋଲିକୁହାଯାଉଛି।ଏଥିରେଆଗ୍ନେଏବଂମିନଲଙ୍କପ୍ରେମଓପରେବୈବାହିକଜୀବନରଯାତ୍ରାକୁଦର୍ଶାଇଛନ୍ତିଲେଖକ-ନିର୍ଦ୍ଦେଶକରିଷଭଅଗ୍ରୱାଲ୍।

‘ଏଡବ୍ଲୁଏମ୍’ର ରିଲିଜ୍ ତାରିଖ ଅବଶ୍ୟ ଘୋଷଣା କରାଯାଇନାହିଁ

କାହାଣୀ ଅନୁଯାୟୀ, ଆଗ୍ନେ ଜଣେଜଣେଦିବ୍ୟାଙ୍ଗଓମିନଲ୍ଜଣେସାଧାରଣଯୁବତୀ।ଉଭୟେଭଲପାଇବାହାହୁଅନ୍ତି।କିନ୍ତୁପରେଉଭୟଙ୍କଭିତରେଏକନିର୍ଦ୍ଧିଷ୍ଟ ଘଟଣାକୁନେଇମତାନ୍ତରଓମନାନ୍ତରଘଟେ।କଥାଛାଡ଼ପତ୍ରଯାଏପହଞ୍ଚେ।ଆଉତାପରେକ’ଣଘଟେ, ତାହାଜାଣିବାକୁଆପଣଙ୍କୁ ‘ଏଡବ୍ଲୁଏମ୍’ରରିଲିଜ୍ଯାଏ ଅପେକ୍ଷାକରିବାକୁପଡ଼ିବ।ମନୋଜମିଶ୍ର, ମମତାନନ୍ଦଓରିଷଭଅଗ୍ରୱାଲ୍ଏହାରପ୍ରଯୋଜକ।ମନୋଜମିଶ୍ରଫିଲ୍ମସ୍, ଶାଲୋମ୍ଫିଲ୍ମସ୍ଏବଂଭବ୍ୟଫିଲ୍ମସ୍ଦ୍ବାରାପ୍ରସ୍ତୁତ ‘ଏଡବ୍ଲୁଏମ୍’ର ରିଲିଜ୍ ତାରିଖ ଅବଶ୍ୟ ଘୋଷଣା କରାଯାଇନାହିଁ।

ମାଥିଲିରେ ବାଲି ଚୋରାଚାଲାଣ ରୋକିଲେ ଗ୍ରାମବାସୀ, ୪ ଟିପ୍ପର ସହ ଜେସିବି ଜବତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.