Fire: ଗାଡ଼ିରେ ସୋ’ରୁମ୍‌ରେ ଅଗ୍ନିକାଣ୍ଡ, ୧୦ଟି ବାଇକ୍ ପୋଡ଼ି ପାଉଁଶ

53 minutes ago 1
ARTICLE AD BOX

ବାଲେଶ୍ଵର ସହରର ସହଦେବଖୁଣ୍ଟା ଠାରେ ଥିବା ହିରୋ ସୋ ରୁମ୍ ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ ଟିମ୍ ନିଆଁକୁ ଆୟତ୍ତ କରିଛି।

 (sambad.in) A massive fire broke out at a Hero showroom Photograph: (sambad.in)

ବାଲେଶ୍ଵର: ବାଲେଶ୍ଵର ସହରର ସହଦେବଖୁଣ୍ଟା ଠାରେ ଥିବା ହିରୋ ସୋ ରୁମ୍ ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ ଟିମ୍ ନିଆଁକୁ ଆୟତ୍ତ କରିଛି। ସୂଚନା ଅନୁଯାୟୀ ୧୦ଟି ବାଇକ୍ ଜଳି ଯାଇଛି।

ମାଥିଲିରେ ବାଲି ଚୋରାଚାଲାଣ ରୋକିଲେ ଗ୍ରାମବାସୀ, ୪ ଟିପ୍ପର ସହ ଜେସିବି ଜବତ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.