MLA Death: ହୃଦଘାତରେ ଝାଡ଼ଖଣ୍ଡ ମନ୍ତ୍ରୀ ସୁଦିବ୍ୟ କୁମାର ସୋନୁଙ୍କ ପରଲୋକ

3 weeks ago 10
ARTICLE AD BOX

ଗିରିଡିହ:ଝାଡ଼ଖଣ୍ଡ ରାଜନୀତିରେ ଶୋକର ଛାୟା। ରାଜ୍ୟର ନଗର ଉନ୍ନୟନ, ଶିକ୍ଷା, ପର୍ଯ୍ୟଟନ ଓ କ୍ରୀଡ଼ା ମନ୍ତ୍ରୀ ତଥା ଗିରିଡିହ ବିଧାୟକ ସୁଦିବ୍ୟ କୁମାର ସୋନୁଙ୍କ ଆକସ୍ମିକ ଦେହାନ୍ତ ହୋଇଛି। ଶନିବାର ରାତିରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା।

Advertisment

ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଏହାପରେ ତାଙ୍କୁ ଗିରିଡିହସ୍ଥିତ ମର୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ବହୁ ନେତା ଶୋକ ପ୍ରକାଶ କରିଛନ୍ତି।

Accident: ଏଥେନ୍ସ ଏୟାର ସୋ’ରେ ଗ୍ରିକ୍ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ; ୨ପାଇଲଟ୍‌ ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.