ARTICLE AD BOX
ଜାପାନର ଜଣେ ୨୬ ବର୍ଷୀୟ ଯୁବକ ନିଜକୁ କୁକୁର ଭଳି କରିବା ପାଇଁ ପ୍ରାୟ ୨୨୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏପରିକି ନିଜକୁ କୁକୁର ଭଳି ଦେଖାଇବା ପାଇଁ ସେ ବିଭିନ୍ନ ସର୍ଜରୀ କରିଥିବା ଶୁଣିବାକୁ ମିଳିଛି।
ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ସାମ୍ନାକୁ ଆସିଥାଏ। ଏବେ ସେହିଭଳି ଏକ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିଡିଓରେ ଜଣେ ବ୍ୟକ୍ତି ଅବିକଳ କୁକୁର ଭଳି ନଜର ଆସୁଛନ୍ତି। ଜାପାନର ଜଣେ ୨୬ ବର୍ଷୀୟ ଯୁବକ ନିଜକୁ କୁକୁର ଭଳି କରିବା ପାଇଁ ପ୍ରାୟ ୨୨୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏପରିକି ନିଜକୁ କୁକୁର ଭଳି ଦେଖାଇବା ପାଇଁ ସେ ବିଭିନ୍ନ ସର୍ଜରୀ କରିଥିବା ଶୁଣିବାକୁ ମିଳିଛି। ଭିଡିଓକୁ ଦେଖି ଅନେକ ଲୋକ ଚକିତ ହୋଇଥିବା ବେଳେ ଏହାକୁ ନେଇ ଲୋକେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଛନ୍ତି। ଏହି ଦାବି ପଛରେ ଥିବା ସତ କଣ? ମଣିଷ ସତରେ କ’ଣ କୁକୁର ପାଲଟିଛି? ନା ଏହା ପଛରେ ରହିଛି ଆଉ କିଛି ରହସ୍ୟ? ଆସନ୍ତୁ ଜାଣିବା
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


