ARTICLE AD BOX
ନୂଆପଡ଼ା: ନୂଆପଡ଼ା ରେଞ୍ଜ ପତୋରା-ଭେରା ରାସ୍ତାରେ ଏକ କଲରାପତରିଆଦେଖିବାକୁ ମିଳିଛି। ଫଳରେ ପତୋରା ଅଞ୍ଚଳର ଲୋକେ ଭୟଭୀତହୋଇଛନ୍ତି । ଗତକାଲି ସନ୍ଧ୍ୟାରେ ପତୋରା ଗାଁର ଜଣେ ଯୁବକ ସାରାବଙ୍ଗକୁ କୌଣସି କାମରେ ଆସିଥିଲେ। ରାତି ପ୍ରାୟ ୯ଟାରେ ଯୁବକଜଣକ ବାଇକ୍ରେ ଘରକୁ ଫେରୁଥିଲେ।
Advertisment
ବୁଦା ମୂଳରେ କଲରାପତରିଆ ବାଘ ବସିଥିଲା
ଭେରା ଓ ପତୋରା ମଝିରେ ରାସ୍ତାକଡ଼ରେ ବୁଦା ମୂଳରେ ଏକ କଲରାପତରିଆ ବାଘ ବସିଥିଲା | ଯୁବକ ଜଣକ ବାଇକ୍କୁ ଅଟକାଇ ସାହସ ଜୁଟାଇ ଭିଡିଓ ଉତ୍ତୋଳନ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ପତୋରା, ଧରମବନ୍ଧା ଅଞ୍ଚଳର ଲୋକେ ଭୟଭୀତ ହୋଇଛନ୍ତି।

1 hour ago
1


