Landslide in Similipal: ଶିମିଳିପାଳରେ ଧସିଲା ପାହାଡ଼: ଗାଁ ଯାଏଁ ମାଡ଼ିଆସିଲା ମାଟି ଓ ପଥର

4 days ago 3
ARTICLE AD BOX

ଠାକୁରମୁଣ୍ଡା: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଶିମିଳିପାଳ ଅଞ୍ଚଳରେ ଆଜି ସକାଳେ ବଡ଼ଧରଣର ଭୂ-ସ୍ଖଳନ ହୋଇଛି। ଠାକୁରମୁଣ୍ଡା ବ୍ଲକ୍‌ ଚମ୍ପାଝର ପଞ୍ଚାୟତ ଅଧୀନ କିରିକିଚିପାଳ ନିକଟ ଏସ୍‌ଏଲ୍‌-୧୨ ବାହାଘର ସେକ୍ସନ୍‌ ଚାନ୍ଦିଖମଣ ଉପର ପାହାଡ଼ର ଏକ ବିରାଟ ଅଂଶ ଧସିଯାଇଛି। ସକାଳ ୫ଟାରୁ ଭୂସ୍ଖଳନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି। ପାହାଡ଼ ଧସିବା ସମୟରେ ପ୍ରବଳ ଶବ୍ଦ ଶୁଣାଯିବାରୁ ଚାନ୍ଦିଖମଣ ଗ୍ରାମର ଲୋକେ ଭୟଭୀତ ହୋଇପଡ଼ିଥିଲେ। 

Gyanesh Kumar controversy: ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ବଦନାମ କରୁଛି କଂଗ୍ରେସ: ଯୋଗୀ ଆଦିତ୍ୟନାଥ

ବୋହି ଆସୁଥିବା ପାଣିମିଶା ମାଟି ଓ ପଥର କଣ୍ଟିଆଳ ନଦୀ ପର୍ଯ୍ୟନ୍ତ ପହଞ୍ଚିଥିଲେ ମଧ୍ୟ ଚାନ୍ଦିଖମଣ ଗ୍ରାମ ପ୍ରତି କୌଣସି ବିପଦ ନଥିବା କୁହାଯାଇଛି। ଚମ୍ପାଝର ବନପାଳ ବିଶ୍ୱଜିତ ମହାନ୍ତ, ବନ ବିଭାଗର କର୍ମଚାରୀ, ବିଡିଓ ସ୍ୱପ୍ନେଶ୍ୱର ବେହେରା ଓ ମହୁଲଡ଼ିହା ଥାନାଧିକାରୀ ବୀରେନ୍ଦ୍ର ରାଉତ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସଂପୃକ୍ତ ଅଞ୍ଚଳକୁ କେହି ନଯିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Neglect: ୧୬ କୋଟି ବ୍ୟୟରେ ନିର୍ମିତ କଳିଙ୍ଗା ଅନ୍ଧାରକୋଟ ପ୍ରଶସ୍ତୀକରଣ ରାସ୍ତା କାମ ୪୦ମାସ ବିତିଲା; କଣ୍ଟ ଥିଲା ୧ ବର୍ଷ

Read Entire Article
LEFT SIDEBAR AD

Hidden in mobile, Best for skyscrapers.