ARTICLE AD BOX
ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା ପରେ ପଶ୍ଚିମବଙ୍ଗ ସରକାର ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପାର୍ବଣ ଭିଡ଼ ନିୟନ୍ତ୍ରଣ କରିବାକୁ ୯ ଜଣ ଅଭିଜ୍ଞ ଆଇପିଏସ୍ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।
/sambad/media/media_files/2026/10/18/whatsapp-image-2026-10-18-22-53-54.jpeg)
କୋଲକାତା: ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା ପରେ ପଶ୍ଚିମବଙ୍ଗ ସରକାର ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପାର୍ବଣ ଭିଡ଼ ନିୟନ୍ତ୍ରଣ କରିବାକୁ ୯ ଜଣ ଅଭିଜ୍ଞ ଆଇପିଏସ୍ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଶନିବାର ଦଳାଚକଟା ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଭିଡ଼ ନିୟନ୍ତ୍ରଣକୁ ନେଇ ଚିନ୍ତା, ପୁଲିସ ମୁତୟନ ଓ ଅବହେଳା ଅଭିଯୋଗ ମଧ୍ୟରେ ଆଗକୁ ଏପରି ଅଘଟଣ ଯେପରି ନ ଘଟିବ ସେଥିପାଇଁ କୋଲକାତା ପୁଲିସ ଏହାର କର୍ମଚାରୀଙ୍କ ପାଇଁ ୧୧-ସୂତ୍ରୀ ପରାମର୍ଶ ଜାରି କରିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


