ARTICLE AD BOX
ମା’ ହେବା ପରେ ନିଜ ଲୁକ୍କୁ ନେଇ ଟ୍ରୋଲିଂର ଶିକାର ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ । ଏବେ ଆତ୍ମବିଶ୍ୱାସ ଓ ନିଜକୁ ଗ୍ରହଣ କରିବା ନେଇ ତାଙ୍କ ପ୍ରତିକ୍ରିୟା ଚର୍ଚ୍ଚାରେ ରହିଛି ।
ମା’ ହେବା ପରେ ଜଣେ ମହିଳାଙ୍କ ଜୀବନରେ ଆସିଥାଏ ଅନେକ ପରିବର୍ତ୍ତନ। ବଦଳିଯାଏ ଜୀବନଶୈଳୀ, ବଢ଼ିଯାଏ ଦାୟିତ୍ୱ। ଏପରିକି ନିଜ ପାଇଁ ସମୟ ବାହାର କରିବା ମଧ୍ୟ କଷ୍ଟକର ହୋଇପଡ଼େ। ହେଲେ ଜଣେ ଅଭିନେତ୍ରୀ ମା’ ହେବା ପରେ ତାଙ୍କ ଲୁକ୍କୁ ନେଇ ସୋସିଆଲ୍ ମିଡିଆରେ ଆରମ୍ଭ ହୋଇଯାଏ ଚର୍ଚ୍ଚା ଓ ଟ୍ରୋଲିଂ। ଏଭଳି ପରିସ୍ଥିତିର ସାମ୍ନା କରିଛନ୍ତି ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍। ମା’ ହେବା ପରେ ତାଙ୍କ ଲୁକ୍କୁ ନେଇ ହେଉଥିବା ଟ୍ରୋଲିଂ ମଧ୍ୟରେ ଏବେ ଆତ୍ମବିଶ୍ୱାସ ଓ ନିଜକୁ ଗ୍ରହଣ କରିବା ନେଇ ତାଙ୍କ ପ୍ରତିକ୍ରିୟା ଚର୍ଚ୍ଚାକୁ ଆସିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


