ARTICLE AD BOX
ଗୁଗଲ... ଏମିତି ଏକ କମ୍ପାନୀ ଯେଉଁଠି ଚାକିରି କରିବା ପାଇଁ ଅନେକ ଯୁବକ ଯୁବତୀ ସ୍ୱପ୍ନ ଦେଖିଥାଆନ୍ତି। ଅଫିସରେ ମିଳୁଥିବା ଅତ୍ୟାଧୁନିକ ସୁବିଧା କାରଣରୁ ପ୍ରାୟ ସମସ୍ତେ ଟେକ୍ନୋଲୋଜି କ୍ଷେତ୍ରରେ ନିଜକୁ ଦକ୍ଷ କରି ଗୁଗଲରେ କାମ କରିବା ପାଇଁ ପ୍ରସ୍ତୁତ ହୋଇଥାଆନ୍ତି।
ନୂଆଦିଲ୍ଲୀ: ଗୁଗଲ... ଏମିତି ଏକ କମ୍ପାନୀ ଯେଉଁଠି ଚାକିରି କରିବା ପାଇଁ ଅନେକ ଯୁବକ ଯୁବତୀ ସ୍ୱପ୍ନ ଦେଖିଥାଆନ୍ତି। ଅଫିସରେ ମିଳୁଥିବା ଅତ୍ୟାଧୁନିକ ସୁବିଧା କାରଣରୁ ପ୍ରାୟ ସମସ୍ତେ ଟେକ୍ନୋଲୋଜି କ୍ଷେତ୍ରରେ ନିଜକୁ ଦକ୍ଷ କରି ଗୁଗଲରେ କାମ କରିବା ପାଇଁ ପ୍ରସ୍ତୁତ ହୋଇଥାଆନ୍ତି। ହେଲେ ଏମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯୁବପିଢ଼ି ଗୁଗଲରେ କାମ କରିବାକୁ ସ୍ବପ୍ନ ଦେଖୁଥିବା ବେଳେ ବର୍ଷ ବର୍ଷ ଧରି କାମ କରୁଥିବା କର୍ମଚାରୀମାନେ ଅଫିସ ଛାଡିଦେଉଥିବା ସାମ୍ନାକୁ ଆସିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବର୍ଷକୁ ପ୍ରାୟ ୮ କୋଟି ଟଙ୍କା ଦରମା ପାଉଥିବା କର୍ମଚାରୀମାନେ ମଧ୍ୟ ଗୁଗଲରୁ ଚାକିରି ଛାଡ଼ୁଛନ୍ତି। ତେବେ ପ୍ରଶ୍ନ ଉଠୁଛି... କୋଟି କୋଟି ଟଙ୍କାର ଦରମା ଓ ଅତ୍ୟାଧୁନିକ ସୁବିଧା ଥାଇ ମଧ୍ୟ କାହିଁକି କମୁଛି ଚାକିରି ପ୍ରତି ଆକର୍ଷଣ?
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


