Jainam Jain Success Story: ୧୪ବର୍ଷରେ କରିଦେଲେ କମାଲ, ବୁର୍ଜ ଖଲିଫାରେ ଅଛି ନିଜର AI କମ୍ପାନି

1 month ago 22
ARTICLE AD BOX

ମାତ୍ର ୧୪ ବର୍ଷ ବୟସରେ ଏଭଳି କାମ କରି ଦେଖାଇଛନ୍ତି ଯାହା ବଡ଼ ବଡ଼ ବିଜନେସ ଟାଇକୁନ୍‌ଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମେ କହୁଛୁ ଜୈନମ ଜୈନଙ୍କ କଥା। ସେ  ଜଣେ ଭାରତୀୟ ବଂଶୋଦ୍ଭବ ଯିଏ ଖୁବ କମ୍ ବୟସରେ ଏଆଇ ଷ୍ଟାର୍ଟଅପ୍ କରି ଚର୍ଚ୍ଚାକୁ ଆସିଛନ୍ତି।

ଆପଣଙ୍କ ଘରେ ୧୪ ବର୍ଷର ପିଲାମାନେ କଣ  କରୁଛନ୍ତି ? ଆପଣ ଏବେ ଆମ କଥାର ଉତ୍ତର ଦେବାକୁ ଯାଇ କହିବେ ସମସ୍ତଙ୍କ ପରି ସେମାନେ ଖାଉଛନ୍ତି , ଖେଳୁଛନ୍ତି , ପାଠ ପଢୁଛନ୍ତି ଏବଂ ଉବିଷ୍ୟତରେ ଯାହା ହେବାକୁ ଚାହାନ୍ତି ସେଥିପାଇଁ ସ୍ବପ୍ନ ଦେଖୁଛନ୍ତି। କିନ୍ତୁ ଆମେ ଆଜି ଆପଣଙ୍କୁ ଜଣେ ବିସ୍ମୟ ବାଳକଙ୍କ ବିଷୟରେ କହିବୁ। ଯିଏ ମାତ୍ର ୧୪ ବର୍ଷ ବୟସରେ ଏଭଳି କାମ କରି ଦେଖାଇଛନ୍ତି ଯାହା ବଡ଼ ବଡ଼ ବିଜନେସ ଟାଇକୁନ୍‌ଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମେ କହୁଛୁ ଜୈନମ ଜୈନଙ୍କ କଥା। ସେ  ଜଣେ ଭାରତୀୟ ବଂଶୋଦ୍ଭବ ଯିଏ ଖୁବ କମ୍ ବୟସରେ ଏଆଇ ଷ୍ଟାର୍ଟଅପ୍ କରି ଚର୍ଚ୍ଚାକୁ ଆସିଛନ୍ତି। କେବଳ ସେତିକି ନୁହେଁ ଦୁବାଇର ପ୍ରସିଦ୍ଧ ବୁର୍ଜ ଖଲିଫାରେ ତାଙ୍କ କମ୍ପାନୀର କାର୍ଯ୍ୟାଳୟ ମଧ୍ୟ ରହିଛି। ତେବେ କିଏ ଏହି ଜୈନମ ଜୈନ୍ ? ଏତେ କମ ବୟସରେ ସେ କିପରି ଏ ଅସମ୍ଭବକୁ ସମ୍ଭବ କଲେ? ଆସନ୍ତୁ ଜାଣିବା 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.