ARTICLE AD BOX
ଇଣ୍ଟରଭିୟୁ ଦେବାକୁ ଯାଇଥିବା ମହିଳାଙ୍କୁ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରଶ୍ନ କରିଥିଲେ ଏଚଆର୍। ଏହି ଅନୁଭୂତିକୁ ମହିଳା ଜଣକ ସୋସିଆଲ ମିଡିଆରେ ସେୟାର କରିବା ପରେ ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।
ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ଯାଇଥିଲେ ମହିଳା। ନିଜ ଯୋଗ୍ୟତା ଓ ଦକ୍ଷତା ବଳରେ ଚାକିରି ପାଇବା ନେଇ କରିଥିଲେ ଆଶା। ହେଲେ ଇଣ୍ଟରଭିୟୁ ସମୟରେ ଏଚଆରଙ୍କ ପ୍ରଶ୍ନ ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଚାକିରି ସମ୍ପର୍କିତ ପ୍ରଶ୍ନ ବଦଳରେ ମହିଳାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପଚରାଯାଇଥିଲା ପ୍ରଶ୍ନ। ଏଭଳି ପ୍ରଶ୍ନ ଶୁଣି ଅସହଜ ଅନୁଭବ କରିଥିଲେ ମହିଳା। ପରେ ନିଜ ଇଣ୍ଟରଭିୟୁ ଅଭିଜ୍ଞତାକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


