Horoscope 2026 October 5: ଜାଣନ୍ତୁ ଆଜିର ରାଶିଫଳ

1 hour ago 3
ARTICLE AD BOX

୫ ଅକ୍‌ଟୋବର ୨୦୨୬, ‌ସୋମବାର। ତିଥି: ଆଶ୍ବିନ କୃଷ୍ଣ ଦଶମୀ। ନକ୍ଷତ୍ର: ପୁ‌ଷ୍ୟା। ଚନ୍ଦ୍ର: କର୍କଟ। ଉପାଷ୍ଟକା ଶ୍ରାଦ୍ଧ, ପିତୃପକ୍ଷର ୧୦ମୀ ଶ୍ରାଦ୍ଧ। ସୂର୍ଯ୍ୟୋଦୟ: ୫ଟା୪୧, ସୂର୍ଯ୍ୟାସ୍ତ: ୫ଟା୨୮। ଘାତଚନ୍ଦ୍ର: ନାହିଁ। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୫ଟା୪୧ରୁ ୭ଟା୧୦, ଦିବା ୮ଟା୫୦ରୁ ୧୧ଟା୧୧, ରାତ୍ରି ୭ଟା୫୪ରୁ ୧୦ଟା୩, ରାତ୍ରି ୨ଟା୨୬ରୁ ୩ଟା୧୫ ପର୍ଯ୍ୟନ୍ତ।

ମେଷ: ସୃଜନଶୀଳତା ପ୍ରତି ଆପଣଙ୍କର ରୁଚି ରହିବ। ପ୍ରେମୀଯୁଗଳ ସାଥୀ ହୋଇ ବାହାରକୁ ବୁଲି ଯିବାର ଯୋଜନା କରିବେ। ନୂଆ ବାଇକ୍ କିଣିବା ଲାଗି ଦିନଟି ଶୁଭ। ଭାବିଚିନ୍ତି ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ।

ବୃଷ: ମାଟି, ବାଲି ବ୍ୟବସାୟୀଙ୍କର ଭଲ ଲାଭ ହେବ। ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ। ପରିଶ୍ରମ ଓ ବ୍ୟବହାର କାରଣରୁ ଧନଲାଭ ହେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। 

ମିଥୁନ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କାମରେ ସଫଳତା ହାସଲ କରିବେ। ବନ୍ଧୁ ସହିତ ମିଶି କୌଣସି ମନୋରଞ୍ଜନ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ଦାମ୍ପତ୍ୟ ଜୀବନ ରୋଚକ ଓ ସୁଖମୟ ରହିବ।
 
କର୍କଟ: କାର୍ଯ୍ୟକୁ ପୂରା କରିବା ପ୍ରୟାସରେ ସଫଳ ହେବେ। ଆତ୍ମସମ୍ମାନରେ ବୃଦ୍ଧି ହେବ। ଅଫିସରେ ସରଳ ଭାବରେ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ସହଯୋଗ ପାଇବେ। 
ସିଂହ: ବେପାରରେ ଧନଲାଭ ହେବ। ଜୀବନସାଥୀଙ୍କ ଠାରୁ ପ୍ରଚୁର ମାତ୍ରାରେ ପ୍ରେମ ପାଇବେ। କୌଣସି ଧର୍ମାନୁଷ୍ଠାନକୁ ଯିବା ପାଇଁ ଯୋଜନା କରିବେ। ଘର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ କରିବେ। 

କନ୍ୟା: ବେପାରେ କିଛି ପରିବର୍ତ୍ତନ କରିପାରନ୍ତି। ଭାଗ୍ୟ ଆପଣଙ୍କୁ ସଂପୂର୍ଣ୍ଣରୂପେ ସାଥ ଦେବ। ନିଜର ଦାମିକା ବସ୍ତୁକୁ ସମ୍ଭାଳି କରି ରଖନ୍ତୁ। ଅଫିସରେ ଆପଣଙ୍କ ରଚନାତ୍ମକତା ପୂର୍ବ ଅପେକ୍ଷା ଭଲ ରହିବ। 
 ‌ 
ତୁଳା: କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ରହିଛି। ବହୁରାଷ୍ଟ୍ରୀୟ କଂପାନିରୁ ଚାକିରିର ସୁଯୋଗ ଆସିପାରେ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ। 

ବିଛା: ଆପଣଙ୍କ ମନ ଆଧ୍ୟାତ୍ମିକ ରହିବ। ମନୋରଞ୍ଜନ ପାଇଁ କରିଥିବା ଯୋଜନା ବାତିଲ ହୋଇପାରେ। ବ୍ୟବସାୟରେ ଧନଲାଭ ହେବ। ଯୋଜନା ପ୍ରସ୍ତୁତ କରିବାରେ ଜୀବନସାଥୀର ସାହାଯ୍ୟ ପାଇବେ। 
ଧନୁ: ହଜିଥିବା ପୁରୁଣା ବସ୍ତୁ ପାଇବେ। ନିବେଶ ମାମଲାରେ ଲାଭ ହେବ। ଜୀବନସାଥୀଙ୍କଠାରୁ କିଛି ଉପହାର ପାଇବେ। ନିଜ ଲୋକଙ୍କୁ ସାହାଯ୍ୟ କରିବେ। ଆଇନ ମାମଲାରେ ଆପଣ ବିଜୟଲାଭ କରିବେ। 

ମକର: କୌଣସି ବଡ଼ ମାମଲାରେ ସହମତି ଓ ସହଯୋଗ ପାଇଁ ପ୍ରସ୍ତୁତ ରହିବେ। ନିବେଶ କରିବା ପୂର୍ବରୁ ଆପଣଙ୍କ ଠାରୁ ବଡ଼ଙ୍କର ମତ ନିଅନ୍ତୁ। କିଛି ମହତ୍ତ୍ବପୂର୍ଣ୍ଣ କାମରେ ପରିବର୍ତ୍ତନ ହେବ। 

କୁମ୍ଭ: ପ୍ରୋଜେକ୍ଟରେ ଜୀବନସାଥୀର ସହଯୋଗ ପାଇବେ। ଅଫିସ କାମରେ ଅନ୍ୟମାନଙ୍କର ମତ ନିଅନ୍ତୁ ନାହିଁ। ପରିଶ୍ରମ ଆପଣଙ୍କ ଜୀବନରେ ଆନନ୍ଦ ଭରିଦେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। 

ମୀନ: ଅର୍ଥ ଦିଆନିଆ ମାମଲାରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବଡ଼ଙ୍କର ମତ ନିଅନ୍ତୁ। ଅଜଣା ବ୍ୟକ୍ତିଙ୍କ ସହିତ ତର୍କବିତର୍କ କରନ୍ତୁ ନାହିଁ। ଛାତ୍ରଛାତ୍ରୀ ସାକ୍ଷାତ୍‌କାର ପାଇଁ ଯାଇପାରନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.