Horoscope 2026 October 08: ଜାଣନ୍ତୁ ଆଜିର ରାଶିଫଳ...

1 hour ago 1
ARTICLE AD BOX

‌ମେ‌ଷ: କୌଣସି କାରଣକୁ ନେଇ ଅଶାନ୍ତିରେ ଥିଲେ ପିଲାଙ୍କ ସହିତ କିଛି ସମୟ ବିତାନ୍ତୁ ଆପଣଙ୍କ ମନ ଠିକ୍ ହୋଇଯିବ। ଘର ଓ ଦୋକାନ କିଣିବା ଲାଗି ଦିନଟି ଶୁଭ। ବେପାରରେ ଲାଭ ହେବ।

Aries

ବୃଷ: ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ନିର୍ବାହ କରିବେ। ପାରିବାରିକ ସମ୍ବନ୍ଧରେ ମଜଭୁତ ଆସିବ। କାରବାରରେ ବିକ୍ରୀ ବଢ଼ିବ, ଭଲ ଆୟ ହେବ। ପ୍ରେମିକ ପ୍ରେମିକା ନିଜର ଭୁଲ୍‌ ବୁଝି ସମ୍ବନ୍ଧକୁ ମଉକା ଦେବେ। 

Taurus

ମିଥୁନ: ପରିବାରର ସମସ୍ତଙ୍କୁ ଖୁସି ରଖିବା ଚେଷ୍ଟାରେ ଲାଗି ରହିବେ। ବନ୍ଧୁ ସହିତ ସମ୍ବନ୍ଧ ଭଲ ରହିବ। ଆପଣଙ୍କ ଭିତରେ ତ୍ୟାଗ ଓ ସହଯୋଗର ଭାବନା ରହିବ। ଜୀବନରେ ନକାରାତ୍ମକତା ଦୂର ହେବ।   

 Gemini

କର୍କଟ: ଦୀର୍ଘ ଦିନରୁ ଲାଗି ରହିଥିବା ଅଶାନ୍ତିର ସମାଧାନ ବାହାର କରିନେବେ। ଲୋକଙ୍କର ବିଚାର ଓ ଆପଣଙ୍କ ସଂପର୍କରେ କହିଥିବା କଥାକୁ ନେଇ ମନେ ମନେ ଅଶାନ୍ତ ହୋଇପାରନ୍ତି।

Cancer
ସିଂହ: ଆପଣଙ୍କ ବାଣୀରେ କଠୋରତା ଆସିପାରେ। ଆୟର ନୂଆ ଉତ୍ସ ପାଇବେ। ଅନ୍ୟମାନଙ୍କ ପ୍ରତି ସେହ୍ନ ଓ ଭକ୍ତିଭାବ ମନୋବୃତ୍ତି ବଜାୟ ରଖନ୍ତୁ। ବଡ଼ଙ୍କ ଠାରୁ ପରାମର୍ଶ ପାଇବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।  

Leo

କନ୍ୟା: କୌଣସି ମହତ୍ବପୂର୍ଣ୍ଣ ଚର୍ଚ୍ଚାରେ ସାମିଲ ହେବାର ମଉକା ପାଇବେ। ଆପଣଙ୍କ ସହଭାଗୀତା ବହୁତ ଭଲ ରହିବ। ଦାମ୍ପତ୍ୟ ଜୀବନରେ ସନ୍ତୋଷ ବୃଦ୍ଧି ହେବ। ବନ୍ଧୁ ଆପଣଙ୍କଠାରୁ ପରାମର୍ଶ ନେଇପାରନ୍ତି।    

Virgo

ଆହୁରି ପଢ଼ନ୍ତୁ- Nobel Prize: ହେନେରି କାଗାନ୍, କେନସୋ ସୋଆଇଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର

ତୁଳା: ଘର ନିର୍ମାଣ କାର୍ଯ୍ୟ ଶୀଘ୍ର ପୂରା ହେବ। ଅଫିସରେ ବ୍ୟବହାର ଭଲ ବଜାୟ ରଖନ୍ତୁ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତାନ୍ତର ଦୂର ହେବ। ରାଜନୀତି ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ।‌ 

Libra
ବିଛା: ଆପଣଙ୍କର ସବୁ ଅଶାନ୍ତି ଅନ୍ତ ହେବ। ସଫଳତାର ନୂଆ କିରଣ ଦେଖାଦେବ। ଆର୍ଥିକ କ୍ଷେତ୍ରରେ ବିକାଶ ଯୋଗ ଅଛି। ଗାଡ଼ି କିଣିବା ପାଇଁ ସମୟ ସାଥ ଦେବ। ସ୍ବାସ୍ଥ୍ୟ ଚୈତନ୍ୟ ରହିବ। ‌ 

Scorpio

ଧନୁ: ଆପଣଙ୍କ ଉପରେ ଭଗବାନଙ୍କ କୃପା ରହିବ। ବେପାର ବଢ଼ାଇବା ପାଇଁ କରିଥିବା ଯୋଜନାରୁ ଲାଭ ପାଇବେ। ଚାକିରିରେ ଉନ୍ନତି ହେବ। ସମୟ ପରୋପକାରରେ ଲଗାଇପାରନ୍ତି। 

Sagittarius

ମକର: ପାରିବାରିକ ଲୋକଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବା ଯୋଗୁଁ ଆପଣ ଆରାମ ପାଇବେ। କାର୍ଯ୍ୟକ୍ଷେତ୍ରରେ ମନ ଲଗାଇ କାମ କରିବେ। ବେପାର କରୁଥିବା ଲୋକଙ୍କ ଲାଗି ଦିନଟି ସାମାନ୍ୟ ରହିବ। 

Capricorn
କୁମ୍ଭ: ସାମାଜିକ ଓ ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନସମ୍ମାନ ବଢ଼ିବ। ନିଜର କାମଧନ୍ଦା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିଦେବେ। ଅପରାହ୍ଣରେ ପରିବାର ଲୋକଙ୍କ ସହିତ ସମୟ ବିତାଇବେ।   

Aquarius

ମୀନ: ଅଫିସରେ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସା ପାଇବେ। ନିଜର ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ। ଜିନିଷ କିଣିବା ପୂର୍ବରୁ ତାଲିକା ବନାଇ କିଣନ୍ତୁ। ସନ୍ତାନର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି।    

Aquarius

Read Entire Article
LEFT SIDEBAR AD

Hidden in mobile, Best for skyscrapers.