Horoscope 2026 October 01: ଜାଣନ୍ତୁ ଆଜିର ରାଶିଫଳ...

49 minutes ago 1
ARTICLE AD BOX

‌ମେ‌ଷ: ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ରାଜନୀତିରେ ସଫଳତା ପାଇବେ। ଅବିବାହିତଙ୍କର ଲାଗି ରହିଥିବା ବିବାହ କଥା ଆଗକୁ ବଢ଼ିବ। ଛାତ୍ରଛାତ୍ରୀ ନିଜର ଲେଖାପଢ଼ାରେ ପୂରା ଧ୍ୟାନକେନ୍ଦ୍ରୀତ କରନ୍ତୁ। 

Aries

ବୃଷ: ଅର୍ଥର ଉପଯୋଗ ଠିକ୍ ଉପାୟରେ କରିବେ। ଆପଣଙ୍କ ପଦବି ଓ ଆୟ ବଢ଼ାଇବା ପାଇଁ ଅବସର ପାଇବେ। କଠିନ କାମକୁ ପୂରା ନିଶ୍ଚୟ ମନରେ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

Taurus

ମିଥୁନ: ପୂର୍ବରୁ କରିଥିବା ନିବେଶରୁ ଭଲ ଲାଭ ପାଇବେ। ନୂଆ ଗାଡ଼ି କିଣିବାର ସ୍ବପ୍ନ ପୂରା ହେବ। ପରିବାର ଲୋକ ଆପଣଙ୍କ କଥାର ପୂରା ମାନ ରଖିବେ। ସ୍ବାସ୍ଥ୍ୟ ସମ୍ବନ୍ଧ‌ରେ ସଚେତନ ରହନ୍ତୁ। 

 Gemini

କର୍କଟ: ଜୀବନସାଥୀ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ଖେଳଜଗତ ସହ ଯୋଡ଼ି ରହିଥିବା ଲୋକଙ୍କ ଲାଗି ଦିନଟି ଭଲ। ପରିବାର ଲୋକ ଆପଣଙ୍କ କାମରେ ସହଯୋଗ କରିବେ।

Cancer
ସିଂହ: ଦିନଟି ବ୍ୟସ୍ତତାଭରା ରହିବ। ସାମାଜିକ କାର୍ଯ୍ୟରେ ସହଯୋଗ ଦେବା ପାଇଁ ଭାବିବେ। କୌଣସି ଜରୁରୀ କାମରେ ଯିବାକୁ ଥିବା ଯାତ୍ରା ସୁଖଦ ରହିବ। ଛାତ୍ରଛାତ୍ରୀ ସଫଳତା ପାଇବେ।

Leo

କନ୍ୟା: ଅଫିସରେ ସହଯୋଗୀ ଆପଣଙ୍କ ବିଚାରରେ ପ୍ରଭାବିତ ହେବେ। ନୂଆ ଯୋଜନା ଉପରେ କାମ ଆରମ୍ଭ କରିପାରନ୍ତି। ଆର୍ଥିକ ସମସ୍ୟା ଦୂର ହେବ। ବ୍ୟବସାୟ ଆଗକୁ ବଢ଼ାଇବା ସଂପର୍କରେ ଭାବିବେ।

Virgo

ଆହୁରି ପଢ଼ନ୍ତୁ- Delhi Traffic: ରାସ୍ତାରେ ଶୋଇଥିବା ମହିଳାଙ୍କ ଅଦ୍ଭୁତ ଜିଦ୍: ’ମୁଖ୍ୟମନ୍ତ୍ରୀ ଆଲିଙ୍ଗନ କଲେ ଯାଇ ଉଠିବି ନଚେତ କାହାରି କଥା ଶୁଣିବି ନାହିଁ’

ତୁଳା: ଅଟକିଥିବା କାମ ସଂପୂର୍ଣ୍ଣ ହେବା ଯୋଗୁଁ ମାନସିକ ଶାନ୍ତି ପାଇବେ। ଆପଣ ନିଜ ଅହଂକାର ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ଭାଇ ଭଉଣୀଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ।

Libra
ବିଛା: ଅଚାନକ ଧନଲାଭ ହେବା ଯୋଗୁଁ ଜରୁରତ ସାମଗ୍ରୀ କିଣିବେ। ଦାମ୍ପତ୍ୟ ଜୀବନରେ ଆହୁରି ମଧୁରତା ଆସିବ। ଛାତ୍ରଛାତ୍ରୀ ପ୍ରତିଯୋଗୀତା ପରୀକ୍ଷାରେ ସଫଳତା ପାଇବେ।

Scorpio

ଧନୁ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଦର୍ଶନରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀ ଖୁସି ରହିବେ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। ପରିବାରରେ ସମସ୍ତେ ଆପଣଙ୍କ ବ୍ୟବହାରରେ ଖୁସି ରହିବେ। 

Sagittarius

ମକର: ଆର୍ଥିକ ସ୍ଥିତି ମଜଭୁତ ବଜାୟ ରହିବ। ଶତ୍ରୁପକ୍ଷ ଆପଣଙ୍କ ଯୋଜନାରେ ପ୍ରଭାବିତ ହେବେ। ଜୀବନରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ଛାତ୍ରଛାତ୍ରୀ ପରିଶ୍ରମର ଭଲ ପରିଣାମ ପାଇବେ। 

Capricorn
କୁମ୍ଭ: ଆପଣଙ୍କ ବିନମ୍ର ସ୍ବଭାବର ପ୍ରଶଂସା ହେବ। ଅଯଥା କଥାଠୁ ଦୁରରେ ରହନ୍ତୁ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଆପଣଙ୍କ ମନପସନ୍ଦ କାମ ପୂରା କରିବାରେ ସଫଳ ହେବେ।

Aquarius

ମୀନ: କୌଣସି ବ୍ୟକ୍ତିଙ୍କ ଉପରେ ପ୍ରତିଶୋଧର ଭାବନା ରଖନ୍ତୁ ନାହିଁ। ଅଫିସରେ ଆପଣଙ୍କ କାମରେ ଧ୍ୟାନ ଦିଅନ୍ତୁ। ଜୀବନସାଥୀଙ୍କୁ ମନର କଥା କହିବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।  

Aquarius

Read Entire Article
LEFT SIDEBAR AD

Hidden in mobile, Best for skyscrapers.