ARTICLE AD BOX
ମେଷ: ବ୍ୟବସାୟ ଦୃଷ୍ଟିରୁ ଲାଭ ହେବ। କୌଣସି କାମରେ ବାପାମାଆଙ୍କର ପରାମର୍ଶ ଲାଭପ୍ରଦ ରହିବ। କ୍ୟାରିୟର ବିଷୟରେ ଚିନ୍ତା କରିବେ। ଅନ୍ୟର ସାହାଯ୍ୟ ନେଇପାରନ୍ତି। ବାଇକ୍ ସାବଧାନତାର ସହ ଚଳାନ୍ତୁ।
/sambad/media/post_attachments/sites/default/files/2026/09/26/1984617-1-3-5-599087.jpg)
ବୃଷ: ଅଫିସରେ ଆପଣଙ୍କୁ ଏଭଳି କାମ ଦିଆଯିବ ଯାହାକୁ ଆପଣ ସହଜରେ ସଂପୂର୍ଣ୍ଣ କରିପାରିବେ। ଆପଣ ରୋଜଗାରର ନୂଆ ଉତ୍ସ ପାଇବେ। ଆପଣଙ୍କଠାରୁ ବିଶେଷଜ୍ଞଙ୍କ ଭଳି ପରାମର୍ଶ ନିଆ ଯାଇପାରେ।
/sambad/media/post_attachments/sites/default/files/2026/09/26/1984616-2-3-767498.jpg)
ମିଥୁନ: ନିତିଦିନିଆ ଜୀବନରେ କିଛି ନୂତନତା ଆସିବ। ଦୀର୍ଘଦିନ ପରେ ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ। ପିଲାମାନେ କୌଣସି ଚିତ୍ରାଙ୍କନରେ ଭାଗ ନେଇପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ସଫଳତାର ଦିନଟିଏ।
/sambad/media/post_attachments/sites/default/files/2026/09/26/1984615-3-3-878080.jpg)
କର୍କଟ: ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଲେଖକ କୌଣସି ସଂସ୍ଥା ଦ୍ବାରା ସମ୍ମାନିତ ହେବେ। କୋର୍ଟକଚେରି ମାମଲାରେ ବିଜୟୀ ହେବେ। ଆପଣଙ୍କ ସ୍ବାସ୍ଥ୍ୟ ଠିକ୍ ରହିବ। ପିଲାମାନେ ଖେଳକୁଦରେ ସାମିଲ ହେବେ।
/sambad/media/post_attachments/sites/default/files/2026/09/26/1984614-4-3-229600.jpg)
ସିଂହ: ଆପଣଙ୍କ ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବେ। ବେପାରରେ ଉନ୍ନତି ହେବ। ବକେୟା ଅର୍ଥ ପାଇବେ। ପରିବାର ସହିତ ଭଲ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି।
/sambad/media/post_attachments/sites/default/files/2026/09/26/1984613-5-3-398876.jpg)
କନ୍ୟା: କାର୍ଯ୍ୟକ୍ଷେତ୍ରରେ କିଛି ପରିବର୍ତ୍ତନ କରିପାରନ୍ତି। କୌଣସି ସୁଯୋଗ ହାତରୁ ଯିବାକୁ ଦିଅନ୍ତୁନାହିଁ। ଚାକିରିଜୀବୀ ମନ ଚାହୁଥିବା ଜାଗାକୁ ବଦଳିର ସୁଯୋଗ ପାଇବେ। ଆପଣଙ୍କର ରୁଚି ସାମାଜିକ କାର୍ଯ୍ୟରେ ଅଧିକ ରହିବ।
/sambad/media/post_attachments/sites/default/files/2026/09/26/1984612-6-3-648635.jpg)
ଆହୁରି ପଢ଼ନ୍ତୁ- Pattamundai Acid Attack Case: ପଟ୍ଟାମୁଣ୍ଡାଇ ଏସିଡ୍ ଆକ୍ରମଣ ମାମଲା: ଦୋଷୀକୁ ୨୦ ବର୍ଷ କାରାଦଣ୍ଡ ଓ ଦେଢ ଲକ୍ଷ ଟଙ୍କା ଅର୍ଥଦଣ୍ଡ
ତୁଳା: ସ୍ବାସ୍ଥ୍ୟ ଠିକ୍ ରହିବ, କାମରେ ମନ ଲାଗିବ। ବେପାରରେ ବଡ଼ ଅର୍ଡର ପାଇପାରନ୍ତି। ପରିବାରରେ ଜଟିଳତାକୁ ସମାଧାନ କରିବାରେ ବନ୍ଧୁର ସାହାଯ୍ୟ ନିଅନ୍ତୁ। ଛାତ୍ରଛାତ୍ରୀଙ୍କର ପାଠପଢ଼ାର ବାଧା କାହାରି ମାଧ୍ୟମରେ ଦୂର ହେବ।
/sambad/media/post_attachments/sites/default/files/2026/09/26/1984611-7-3-389196.jpg)
ବିଛା: ସୁନା ଚାନ୍ଦି ବେପାରୀଙ୍କର ଯଥେଷ୍ଟ ଲାଭ ହେବ। ଆପଣ ନିଜକୁ ଖୁବ୍ ଆରାମ ଅନୁଭବ କରିବେ। ଅଫିସର କୌଣସି କାମରେ ବାହାରକୁ ଯିବାକୁ ପଡ଼ିପାରେ। ବୈବାହିକ ଜୀବନ ସୁଖମୟ ହେବ।
/sambad/media/post_attachments/sites/default/files/2026/09/26/1984610-8-3-709820.jpg)
ଧନୁ: ନିତିଦିନିଆ କାମ ସଂପୂର୍ଣ୍ଣ ହୋଇପାରେ। ଆଖପାଖର ଲୋକଙ୍କ ସାହାଯ୍ୟ ସହଯୋଗ ପାଇବେ। ସନ୍ଧ୍ୟାରେ ଜୀବନସାଥୀ ସହିତ ଆନନ୍ଦଦାୟକ ସମୟ ଅତିବାହିତ କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
/sambad/media/post_attachments/sites/default/files/2026/09/26/1984609-9-3-952398.jpg)
ମକର: ବେପାରରେ ଅଚାନକ ଧନଲାଭ ହେବ। ବ୍ୟବସାୟିକ ସମ୍ବନ୍ଧ ମଜଭୁତ ହେବ। ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଛାତ୍ରଛାତ୍ରୀ ଟେଷ୍ଟ ପରୀକ୍ଷାରେ ଭଲ ନମ୍ବର ପ୍ରାପ୍ତ କରିବେ।
/sambad/media/post_attachments/sites/default/files/2026/09/26/1984608-10-3-730626.jpg)
କୁମ୍ଭ: ଆୟର ନୂଆ ଶିଖର ଛୁଇଁବାରେ ଅବସର ପାଇବେ। ସମ୍ବନ୍ଧ ଓ କାମ ମଧ୍ୟରେ ତାଳମେଳ ବଜାୟ ରହିବ। ଆର୍ଥିକ ରୂପେ ମଜଭୁତ ରହିବେ। ପିଲା ସହିତ ଜିନିଷ କିଣିବା ଲାଗି ମୋଲକୁ ଯାଇପାରନ୍ତି। ଧ୍ୟାନ ଆଧ୍ୟାତ୍ମିକ ଆଡ଼କୁ ରହିବ।
/sambad/media/post_attachments/sites/default/files/2026/09/26/1984607-11-3-332998.jpg)
ମୀନ: ଆପଣଙ୍କ ସକାରାତ୍ମକ ବିଚାର କାହାରିକୁ ପ୍ରଭାବିତ କରିପାରେ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ଆପଣଙ୍କ କାମ ନିର୍ଦ୍ଧାରିତ ସମୟରେ ପୂରା ହେବ। ଛାତ୍ରଛାତ୍ରୀ ଅଧ୍ୟୟନରେ କିଛି ପରିବର୍ତ୍ତନ କରିପାରନ୍ତି।
/sambad/media/post_attachments/sites/default/files/2026/09/26/1984607-11-3-720081.jpg)

1 hour ago
3


