Horoscope 2026 July 23: ଜାଣନ୍ତୁ ଆଜିର ରାଶିଫଳ...

2 hours ago 1
ARTICLE AD BOX

ମେଷ: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। କିଛି ବିଶେଷ ଲୋକଙ୍କ ସହିତ ସାକ୍ଷାତ ହେବ। ଆପଣଙ୍କ ଚତୁରତା ଓ ଯୋଗ୍ୟତାର ପ୍ରଶଂସା ହେବ। ଅନୁଭବୀଙ୍କ ମାର୍ଗଦର୍ଶନରେ ଜମିର କାମ ପୂରା ହୋଇଯିବ। 

ବୃଷ: ସାରାଦିନ ବ୍ୟସ୍ତତାରେ ରହିବେ। କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ସମ୍ବନ୍ଧରେ ଯୋଜନା ବନାଇବେ। ଶୁଭଚିନ୍ତକଙ୍କର ମତକୁ ଅଣଦେଖା କରନ୍ତୁ ନାହିଁ। ବୈବାହିକ ଜୀବନ ଓ ସ୍ବାସ୍ଥ୍ୟ ଭଲ ରହିବ। 

ମିଥୁନ: କୌଣସି ନୂଆ ନିବେଶ ସଂପର୍କରେ ଯୋଜନା କରନ୍ତୁ। ମାତା ପିତାଙ୍କ ଆଶୀର୍ବାଦରେ ଆପଣଙ୍କୁ କାମରେ ସଫଳତା ମିଳିବ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଲୋକ ଆହୁରି ପରିଶ୍ରମ କରନ୍ତୁ। 

କର୍କଟ: ରାଜନୀତି କରୁଥିବା ଲୋକଙ୍କର ସମାଜରେ ଦବଦବା ରହିବ। ଅଟକିଥିବା ଟଙ୍କାପଇସା ପାଇବେ। ମହତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ। ତରବରିଆରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। 

ସିଂହ: ସମୟ ଆପଣଙ୍କ ପକ୍ଷରେ ଅଛି କାମ ସହଜରେ ହେବ। ପରିବାର ଓ ଅର୍ଥ ସମ୍ବନ୍ଧରେ ଫଇସଲା ଭଲ ହେବ। ଘରେ ସୁଖଶାନ୍ତିର ପରିବେଶ ରହିବ। ଅଜଣା ଲୋକଙ୍କୁ ବିଶ୍ବାସ କରନ୍ତୁ ନାହିଁ। 

କନ୍ୟା: ଅଫିସ କାମରେ ଦୂରସ୍ଥାନକୁ ଯିବା ପାଇଁ ସମୟ ଅନୁକୂଳ। ପାରିବାରିକ ଲୋକଙ୍କ ମଧ୍ୟରେ ପ୍ରେମ ଓ ସାମଞ୍ଜସ୍ୟର ଭାବନା ବଜାୟ ରହିବ। ଆପଣ କୌଣସି ସାକ୍ଷାତ୍‌କାରରେ ଚୟନ ହୋଇଯିବେ। 

ଆହୁରି ପଢ଼ନ୍ତୁ- Japan temperatures: ଜାପାନରେ ରେକର୍ଡ ଭାଙ୍ଗିଲା ତାତି: ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଟପିଲା

ତୁଳା: ତରବରିଆ ଓ ଭାବୁକତାରେ କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ। ଶିକ୍ଷକଙ୍କର ପରିଶ୍ରମ ଓ ଏକାଗ୍ରତାକୁ ଦେଖି ଲୋକଙ୍କ ହୃଦୟରେ ସମ୍ମାନ ବଢ଼ିବ। ବ୍ୟବସାୟ କରୁଥିବା ମହିଳାମାନେ ନିଜର କାମ ସୁଚାରୁରୂପେ କରିବେ। 

ବିଛା: କୌଣସି ବି ନକାରାତ୍ମକ ସ୍ଥିତିରେ ଭୟଭୀତ ହେବା ବଦଳରେ ତା’ର ସମାଧାନ ଖୋଜନ୍ତୁ ଜଲଦି ମିଳିଯିବ। ଦିନଚର୍ଯ୍ୟାରେ ପରିବର୍ତ୍ତନ ଆଣିବା ନୂଆ ଅବସର ପାଇବେ। ମହିଳାମାନଙ୍କର ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। 

ଧନୁ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ବଜାୟ ରହିବ। ଘର ଜିନିଷ କିଣିବା ପାଇଁ ବଜାରକୁ ଯାଇପାରନ୍ତି। ପ୍ରେମିକାଙ୍କୁ ଦେଖା କରିବା ପାଇଁ ଅବସର ପାଇବେ। ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। 

ମକର: ଆପଣଙ୍କୁ ଆୟର ଉତ୍ସ ମିଳିବ। କଠିନ ପରିସ୍ଥିତିରେ ଆପଣଙ୍କ ପରିବାର ଆପଣଙ୍କ ସହିତ ରହିବେ। କୌଣସି ଅଧୁରା କାମ ପୂରା କରିବାରେ ସଫଳତା ପାଇବେ। ମହିଳାମାନେ ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। 

କୁମ୍ଭ: କୌଣସି ପ୍ରୋଜେକ୍ଟରେ ଜୀବନସାଥୀର ସହଯୋଗ ପାଇବେ। ସକାରାତ୍ମକ ଭାବନା ଆପଣଙ୍କ ଜୀବନଯାପନରେ ଯୋଗଦାନ ଦେବ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ସ୍ବାସ୍ଥ୍ୟରେ ସୁଧାର ହେବ। 

ମୀନ: ପାରିବାରିକ ଲୋକଙ୍କ ସହିତ ସହମତ ହେବା ଯୋଗୁଁ ଆରାମରେ ନିଶ୍ବାସ ନେବେ। କୌଣସି ଯୋଜନାର ଉଚିତ ରୂପରେଖ ବନାନ୍ତୁ ତାପରେ କାମ କରନ୍ତୁ। ଛାତ୍ରଛାତ୍ରୀ ମନ ଲଗାଇ ପାଠ ପଢ଼ିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.