Horoscope 2026 July 10: ଜାଣନ୍ତୁ ଆଜିର ରାଶିଫଳ

1 hour ago 1
ARTICLE AD BOX

‌ମେଷ: ଆପଣଙ୍କ ଲାଗି ଦିନଟି ସନ୍ତୋଷଜନକ ସାବ୍ୟସ୍ତ ହେବ। ପରିବାରରେ ମାଙ୍ଗଳିକ କାର୍ଯ୍ୟର ଯୋଜନା କରିବେ। ଛାତ୍ରୀ ନିଜର କ୍ୟାରିୟର ସମ୍ବନ୍ଧୀୟ ପଠନୀୟ ସମସ୍ୟାକୁ ସହପାଠୀଙ୍କ ସହ ବାଣ୍ଟିବେ।

ବୃଷ: ବନ୍ଧୁ ବା ପରିଚିତ ନିଜର କାମ ପାଇଁ ଆପଣଙ୍କୁ ବ୍ୟସ୍ତ ରଖିବେ। ପ୍ଲାଷ୍ଟିକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: କ୍ୟାରିୟର ବଢ଼ିଆ କରିବା ପାଇଁ କୌଣସି ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ନେବେ। ଲାଗି ରହିଥିବା ଚିନ୍ତା ସମାପ୍ତ ହେବ। ସନ୍ତାନ ତରଫରୁ ଖୁସି ଖବର ପାଇବେ। ଆପଣ କୌଣସି ମହତ୍ବପୂର୍ଣ୍ଣ କାମ ପୂରା କରିବେ।

କର୍କଟ: ଦିନଟି ଆପଣଙ୍କ ଲାଗି ଆନନ୍ଦ ଭରା ରହିବ। ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ସନ୍ଧ୍ୟାରେ ଜୀବନସାଥୀ ସହ ବାହାରେ ଖାଇବା ଓ ବୁଲିବାରେ ଶାନ୍ତି ପାଇବେ। ସ୍ବାସ୍ଥ୍ୟ ସଂପୂର୍ଣ୍ଣରୂପେ ଭଲ ରହିବ।

ସିଂହ: ପୂଜାପାଠରେ ସମୟ ବିତିବ। ଆବଶ୍ୟକତା ବେଳେ କେହି ସାହାଯ୍ୟକାରୀ ଆପଣଙ୍କୁ ସାହାଯ୍ୟ କରିବେ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ। ଛାତ୍ରଛାତ୍ରୀ ସୋସିଆଲ୍ ମିଡ଼ିଆରେ ଅଧିକ ସମୟ ବିତାଇବେ।

କନ୍ୟା: ଦିନଟି ବ୍ୟସ୍ତତା ଭରା ରହିବ। ଆପଣ କୌଣସି ବଡ଼ କାମ ପୂରା କରିବା ପାଇଁ ଦାୟିତ୍ବ ପାଇବେ। କାହାରିକୁ ଆପଣଙ୍କ ମନର କଥା କହିବେ। ସମାଜରେ ଆପଣଙ୍କୁ ମାନ ସମ୍ମାନ ମିଳିବ।

ତୁଳା: ଅଧିକତର ଯୋଜନା ସଂପୂର୍ଣ୍ଣ ହୋଇପାରେ। ଜୀବନସାଥୀ ସହିତ ସମ୍ବନ୍ଧରେ ତାଳମେଳ ରହିବ। ପୁଅଙ୍କୁ ସଫଳତା ମିଳିବା ଯୋଗୁଁ ଘରେ ଖୁସିର ବାତାବରଣ ରହିବ। ଶିକ୍ଷାର୍ଥୀ ଆଳସ୍ୟ ତ୍ୟାଗ କରନ୍ତୁ। ‌

ବିଛା: ଆପଣ ନିଜର ଶକ୍ତିକୁ ସଂପୂର୍ଣ୍ଣରୂପେ ଅନୁଭବ କରିବେ। ଅଳଙ୍କାର ଡ଼ିଜାଇନିଙ୍ଗ କରୁଥିବା ଲୋକ ସଫଳ ହେବେ। ଆପଣଙ୍କ ପରିଶ୍ରମ ଦେଖି ତଳିଆ କର୍ମଚାରୀ ଶିଖିବାକୁ ଚେଷ୍ଟା କରିବେ। ‌

ଧନୁ: ନୂଆ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଲାଗି ଦିନଟି ଶୁଭ। କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଆପଣଙ୍କ ସମ୍ବନ୍ଧରେ ନୂଆ ଚେତନା ସଂଚାର ହେବ। ଆପଣଙ୍କୁ କେହି ସାହାଯ୍ୟ ମାଗି ପାରନ୍ତି।

ମକର: ନୂଆ କାମ କରିବା ପାଇଁ କାହାରିଠୁ ପରାମର୍ଶ ନେଇ ପାରନ୍ତି। ପ୍ରତିଟି ମାମଲାରେ ସକାରାତ୍ମକ ବନାଇ ରହନ୍ତୁ, ଧୈର୍ଯ୍ୟ ବିନମ୍ରତା ବଜାୟ ରଖନ୍ତୁ। ଡ଼ାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ।‌

କୁମ୍ଭ: ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କିମ୍ବା ପରାମର୍ଶରେ ଲାଭ ହୋଇପାରେ। ଅନ୍ୟମାନଙ୍କର ଆବଶ୍ୟକତା ଓ ଭାବନାକୁ ନେଇ ସଂବଦେନଶୀଳ ହୋଇପାରନ୍ତି। କାମରେ ମନ ଲାଗିବ।

ମୀନ: ଶାନ୍ତିରେ କାମଧନ୍ଦା ପୂରା କରିବାକୁ ଚେଷ୍ଟା କରନ୍ତୁ। ଜୀବନସାଥୀର ଭାବନାକୁ ବୁଝିବାରେ ବହୁ ପରିଣାମରେ ସଫଳତା ମିଳିପାରେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ମଉଜ ମସ୍ତିରେ ସମୟ ବିତିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.