Horoscope 2026 July 09: ଜାଣନ୍ତୁ ଆଜିର ରାଶିଫଳ

1 hour ago 1
ARTICLE AD BOX

ମେ‌ଷ: କୌଣସି ବ୍ୟକ୍ତିଙ୍କ ଠାରୁ ଆଶାଠୁ ଅଧିକ ଲାଭ ପାଇବେ। କାମରେ ବୟୋଜ୍ୟେଷ୍ଠଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ। ସମାଜସେବା ସଂସ୍ଥାର ସହାୟତା କରିବାର ମଉକା ପାଇବେ।

ବୃଷ: ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ରୋଜଗାର ସଂପର୍କରେ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେବେ। ଅନ୍ତରଙ୍ଗ ବନ୍ଧୁ ଆପଣଙ୍କ ସହିତ ମିଶିବା ଘରକୁ ଆସିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: ଅଫିସ କାମରେ ପ୍ରଶଂସା ପାଇବେ। ପଦୋନ୍ନତି ଯୋଗ ଅଛି। ଆର୍ଥିକ ସ୍ଥିତି ମଜଭୁତ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। ସ୍ବାସ୍ଥ୍ୟରେ ସୁଧାର ହେବ।

କର୍କଟ: ଅନ୍ୟମାନଙ୍କର ଅଧିକ ଆଲୋଚନା କଲେ ପରିସ୍ଥିତି ଆପଣଙ୍କ ବିପକ୍ଷରେ ହେବ। ଔଷଧ ବ୍ୟବସାୟୀଙ୍କର ଅଧିକ ଲାଭ ହେବ। ପ୍ରତିଟି କାମ ନିଜେ କରିବାକୁ ଚେଷ୍ଟା କରନ୍ତୁ। ଛାତ୍ର ଲାଗି ଦିନଟି ଭଲ।

ସିଂହ: ନିତିଦିନିଆ କାର୍ଯ୍ୟସୂଚୀର ପରିବର୍ତ୍ତନ କରିବେ। କ୍ୟାରିୟରରେ ସଫଳତା ପାଇବେ। ଅଫିସରେ ଅଧିକାରୀଙ୍କ ଠାରୁ ସମ୍ମାନ ପାଇବେ। ଦାମ୍ପତ୍ୟ ଜୀବନରେ ନବୀନତା ଆସିବ।

କନ୍ୟା: କାମ ପ୍ରତି ଅଧିକ ସକ୍ରିୟ ରହିବେ। ଆପଣଙ୍କ ସକାରାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ। ଅସହାୟଙ୍କୁ ସହାୟତା କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବେ। କୃଷିଜୀବୀଙ୍କ ଧନଲାଭ ହେବ।

ତୁଳା: ଆର୍ଥିକ ମାମଲାରେ ସତର୍କ ରହନ୍ତୁ। ଖୁସି ମିଜାଜ ବ୍ୟବହାର ଲୋକଙ୍କୁ ଆପଣଙ୍କ ଆଡ଼କୁ ଆକର୍ଷିତ କରିବ। ପାରିବାରିକ ଦାୟିତ୍ବ ବଢ଼ିବ। ଚାକିରି ବଦଳାଇବା ପାଇଁ ଭାବିବେ। କଳା ଛାତ୍ରୀଙ୍କ ଲାଗି ଦିନଟି ଭଲ।

ବିଛା: ସାମାଜିକ କର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଅଫିସରେ ସମସ୍ତଙ୍କ ସହିତ ସଂପର୍କ ଭଲ ରହିବ। ମହିଳା ଖୁସି ଖବର ପାଇବେ। ଆପଣଙ୍କ ମନର ଇଚ୍ଛା ଜୀବନସାଥୀ ପୂରା କରିବାକୁ ଚେଷ୍ଟା କରିବେ।

ଧନୁ: ଆପଣଙ୍କ ଚଗଲାମି ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ। ଅଫିସ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ପାରିବାରିକ ଜୀବନରେ ସୁଖୀ ରହିବେ।

ମକର: ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଅବସର ପାଇବେ। ବନ୍ଧୁ ପୂର୍ଣ୍ଣରୂପେ ସହଯୋଗ କରିବେ। ଅଫିସରେ ଏକ ସମୟରେ ଅନେକ କାମ କାମ ସମ୍ଭାଳିବାକୁ ହେବ। ଜୀବନସାଥୀଙ୍କୁ ଅଳଙ୍କାର ଉପହାର ଦେବେ।

କୁମ୍ଭ: କୌଣସି କାମ ଆରମ୍ଭ କରିବା ଯୋଗୁଁ ପରିବାରର ସବୁ ଲୋକ ଖୁସି ରହିବେ। ଅଫିସ କାମରେ ସହକର୍ମୀଙ୍କ ସହଯୋଗ ପାଇବେ। ଅଚାନକ ଧନଲାଭ ହେବ। ସନ୍ଧ୍ୟାରେ ପିଲା ସହିତ ଉଦ୍ୟାନକୁ ବୁଲି ଯିବେ।

ମୀନ: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଆର୍ଥିକ ମାମଲାରେ ନଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଶତ୍ରୁପକ୍ଷ ଦୂରତ୍ବ ବଜାୟ ରହିବେ। ଚାକିରିରେ ଲାଭ ପ୍ରାପ୍ତି ହେବ। ସନ୍ଧ୍ୟାରେ ବନ୍ଧୁ ସହିତ ସମୟ କଟିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.