Helicopter Crash: କେନିଆରେ ହେଲିକପ୍ଟର ଦୁର୍ଘଟଣା ନେଲା ୭ଜଣଙ୍କର ଜୀବନ

1 hour ago 1
ARTICLE AD BOX

କେନିଆର କେନ୍ଦ୍ରୀୟ ଅଞ୍ଚଳ ସାମ୍ବୁରୁ କାଉଣ୍ଟିରେ ବୁଧବାର ଏକ ପର୍ଯ୍ୟଟକ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ଇକ୍ୱାଡୋରର ଗୁଇନ୍ଦା ମୁଖ୍ୟ ମିକେଲ ସେନ୍ସି-କୋଣ୍ଟୁଗି, ତାଙ୍କ ପତ୍ନୀଙ୍କ ସମେତ ମୋଟ ୭ ଜଣଙ୍କ ମୃତ୍ୟୁ ଘଟିଛି।

 କେନିଆରେ ହେଲିକପ୍ଟର ଦୁର୍ଘଟଣା ନେଲା ୭ଜଣଙ୍କର ଜୀବନ

ନାଇରୋବି: କେନିଆର କେନ୍ଦ୍ରୀୟ ଅଞ୍ଚଳ ସାମ୍ବୁରୁ କାଉଣ୍ଟିରେ ବୁଧବାର ଏକ ପର୍ଯ୍ୟଟକ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ଇକ୍ୱାଡୋରର ଗୁଇନ୍ଦା ମୁଖ୍ୟ ମିକେଲ ସେନ୍ସି-କୋଣ୍ଟୁଗି, ତାଙ୍କ ପତ୍ନୀଙ୍କ ସମେତ ମୋଟ ୭ ଜଣଙ୍କ ମୃତ୍ୟୁ ଘଟିଛି।

ମୃତକଙ୍କ ମଧ୍ୟରେ ୫ ଜଣ ଆମେରିକୀୟ

ମୃତକଙ୍କ ମଧ୍ୟରେ ୫ ଜଣ ଆମେରିକୀୟ ନାଗରିକ ମଧ୍ୟ ଥିବା ଆମେରିକାର ବିଦେଶ ବିଭାଗ ସ୍ପଷ୍ଟ କରିଛି।

3 railway projects: ଓଡ଼ିଶାର ୩ ରେଳ ପ୍ରକଳ୍ପ ମଞ୍ଜୁର: ବ୍ୟୟ ହେବ ୭୨୨୧ କୋଟି, ୪ ବର୍ଷରେ ସମ୍ପୂର୍ଣ୍ଣ ହେବ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.