ARTICLE AD BOX
ବାତ୍ୟା ଅର୍ଣ୍ଣବ ଆସିଲା ଆଉ ଚାଲିଗଲା । ହେଲେ ଯିବା ପୂର୍ବରୁ ପଛରେ ଛାଡ଼ିଗଲା ପ୍ରଳୟର ଭୟଙ୍କର ଚିହ୍ନ । ଯେଉଁଠି ଦିନେ ଛୋଟ ନାଳଟିଏ ବୋହି ଯାଉଥିଲା ଆଜି ସେଠି ପଥରର ବିସ୍ତୀର୍ଣ୍ଣ ଶଯ୍ୟା ଦେଖିବାକୁ ମିଳିଛି ।
ବାତ୍ୟା ଅର୍ଣ୍ଣବ ଆସିଲା। ଆଉ ଶେଷରେ ଚାଲିଗଲା। ହେଲେ ଯିବା ପୂର୍ବରୁ ବଦଳାଇ ଦେଇଗଲା ଭୂଖଣ୍ଡର ଚିତ୍ର। ଯେଉଁଠି ଦିନେ ଛୋଟ ନାଳଟିଏ ବୋହି ଯାଉଥିଲା ସେଠି ଆଜି ବିସ୍ତୀର୍ଣ୍ଣ ପଥରର ଶଯ୍ୟା। ପାହାଡ଼ରୁ ଧସି ଆସିଥିବା ମାଟି, ପଥର ଆଉ ବିରାଟ ବିରାଟ ଗଛର ଗଣ୍ଡି ପ୍ରକୃତିର ପ୍ରଳୟଙ୍କରୀ ରୂପକୁ ବୟାନ କରୁଛି। ଏମିତି ଏକ ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମକନ୍ଧମାଳ ସୀମାନ୍ତ ବାଇବାଲି ପଞ୍ଚାୟତରେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

17 minutes ago
1


