Emraan Hashmi: ଏବେ ଫିଲ୍ମ କରୁନଥିଲେ ବି ହୋସ୍ ଉଡ଼ାଇଦେବ ସମ୍ପତ୍ତି

2 days ago 4
ARTICLE AD BOX

ଇମ୍ରାନ୍ ହାସମୀଙ୍କୁ ପୂର୍ବ ଅପେକ୍ଷା କମ୍ ଫିଲ୍ମରେ ଦେଖିବାକୁ ମିଳୁଛି। ପୂର୍ବପରି ଫିଲ୍ମ କରୁନଥିଲେ ମଧ୍ୟ ସେ ପାଖାପାଖି ୧୦୦ କୋଟି ଟଙ୍କାର ମାଲିକ। ତେବେ କେଉଁ ମାଧ୍ୟମରେ ଏତେ ଟାଙ୍କା ଆୟ କରନ୍ତି ଆସନ୍ତୁ ଜାଣିବା।

ଦିନ ଥିଲା ବଲିଉଡ୍‌ରେ କେବଳ ଇମ୍ରାନ୍ ହାସମୀ ହିଁ ରାଜ କରୁଥିଲେ। ରୋମାନ୍ସ ହେଉ କି ଇମୋସନ୍ ନିଜ ଅଭିନୟରେ ସେ ପ୍ରତ୍ୟେକଟି ଦୃଶ୍ୟକୁ ଜୀବନ୍ତ କରି ଦେଉଥିଲେ। ଏବେ ଇମ୍ରାନ୍ ହାସମୀଙ୍କୁ ପୂର୍ବ ଅପେକ୍ଷା କମ୍ ଫିଲ୍ମରେ ଦେଖିବାକୁ ମିଳୁଛି। ତେବେ ପୂର୍ବପରି ଫିଲ୍ମ କରୁନଥିଲେ ମଧ୍ୟ ତାଙ୍କ ଲାଇଫ ଷ୍ଟାଇଲରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ବର୍ତ୍ତମାନ ସେ ପାଖାପାଖି ୧୦୦ କୋଟି ଟଙ୍କାର ମାଲିକ। ତେବେ କେଉଁ ମାଧ୍ୟମରେ ସେ କୋଟି କୋଟି ଟଙ୍କାର ସମ୍ପତ୍ତି ଆୟ କରନ୍ତି ?  ଆସନ୍ତୁ ଜାଣିବା  ..

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.