Education: ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ ଏସ୍‌ଏପି ଶିକ୍ଷା

3 hours ago 2
ARTICLE AD BOX

ଏସ୍‌ଏପି ଲର୍ଣ୍ଣିଂ ହବ୍‌ ପକ୍ଷରୁ ଭାରତର ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ନିଃଶୁଳ୍କ ଶିକ୍ଷା ପ୍ରଦାନ କରାଯାଉଛି। ପାଠପଢ଼ା ପରେ ମିଳୁଥିବା ଡିଗ୍ରି ଓ କର୍ମକ୍ଷେତ୍ର ଆବଶ୍ୟକତା ମଧ୍ୟରେ ଥିବା ଅନ୍ତରକୁ ଏହା ଦୂର କରିବ। ଏଥିରେ ଛାତ୍ରଛାତ୍ରୀମାନେ ଫାଇନାନ୍ସ, ଯୋଗାଣ ଶୃଙ୍ଖଳ...

 ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ ଏସ୍‌ଏପି ଶିକ୍ଷା

ଭୁବନେଶ୍ବର: ଏସ୍‌ଏପି ଲର୍ଣ୍ଣିଂ ହବ୍‌ ପକ୍ଷରୁ ଭାରତର ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ନିଃଶୁଳ୍କ ଶିକ୍ଷା ପ୍ରଦାନ କରାଯାଉଛି। ପାଠପଢ଼ା ପରେ ମିଳୁଥିବା ଡିଗ୍ରି ଓ କର୍ମକ୍ଷେତ୍ର ଆବଶ୍ୟକତା ମଧ୍ୟରେ ଥିବା ଅନ୍ତରକୁ ଏହା ଦୂର କରିବ। ଏଥିରେ ଛାତ୍ରଛାତ୍ରୀମାନେ ଫାଇନାନ୍ସ, ଯୋଗାଣ ଶୃଙ୍ଖଳ, ମାନବ ସମ୍ବଳ ଓ ଆନାଲିଟିକ୍ସ ଆଦି ପାଠ ପଢ଼ିପାରିବେ।

ସେମାନଙ୍କୁ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ଓ ଦୁଇ ଥର ଏସ୍‌ଏପି ସାର୍ଟିଫିକେସନ ପରୀକ୍ଷା ଦେବାର ମଧ୍ୟ ସୁଯୋଗ ମିଳିବ। ଯେକୌଣସି କ୍ଷେତ୍ରର ଛାତ୍ରଛାତ୍ରୀମାନେ ଏହି ସୁଯୋଗର ଲାଭ ଉଠାଇପାରିବେ ବୋଳି ଏସ୍‌ଏପି ଲର୍ଣ୍ଣିଂ ହବ୍‌ର ପ୍ରୋଗ୍ରାମ ମ୍ୟାନେଜର ଡେଭିଡ୍‌ ଚାଭିଆନୋ କହିଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.