Education: ଆରମ୍ଭ ହେବ ଆଲେନ୍‌ର ନିଟ୍‌ ରିପିଟର୍‌ ବ୍ୟାଚ୍‌

3 hours ago 1
ARTICLE AD BOX

କୋଟା: ନିଟ୍‌-ୟୁଜି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ନାମଲେଖା ପାଇଁ କାଉନସେଲିଂ ଓ ସିଟ୍ ଆଲଟମେଣ୍ଟ ଆରମ୍ଭ ହୋଇସାରିଛି। ଏହା ଭିତରେ ଅନେକ ସଂଖ୍ୟକ ନିଟ୍‌ ରିପିଟର୍‌ ଛାତ୍ର କୋଟାକୁ ଫେରିବା ଆରମ୍ଭ କରିଦେଇଛନ୍ତି। 

ଆଲେନ୍‌ କୋଟା ସଭାପତି ବିନୋଦ କୁମାୱତ କହିଛନ୍ତି ଯେ ଆଲେନ୍‌ କ୍ୟାରିୟର ଇନଷ୍ଟିଚ୍ୟୁୃଟ୍‌ ନିଟ୍‌-ୟୁଜି ପ୍ରସ୍ତୁତି ପାଇଁ ଲିଡର, ଆଚିଭର ଓ ଆଲ୍‌ଫା ଆଚିଭର ବ୍ୟାଚ୍‌ ଆରମ୍ଭ ଘୋଷଣା କରିଛି। ଏସବୁ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯଥେଷ୍ଟ ଆଗ୍ରହ ଦେଖିବାକୁ ମିଳିଛି। 

ଲିଡର ବ୍ୟାଚ୍‌ ଅଗଷ୍ଟ ୧୭ ତାରିଖରୁ, ଆଚିଭର ବ୍ୟାଚ୍‌ ଅଗଷ୍ଟ ୧୮ ଓ ୨୫ରୁ ଏବଂ ଆଲ୍‌ପା ଆଚିଭର ବ୍ୟାଚ୍‌ ଅଗଷ୍ଟ ୧୯ ଓ ସେପ୍ଟେମ୍ବର ୨ରୁ ଆରମ୍ଭ ହେବ। ନିଟ୍‌-ୟୁଜି ସ୍କୋର ଅନୁଯାୟୀ ସ୍ବତନ୍ତ୍ର ଫି ରିହାତି ପ୍ରଦାନ କରାଯାଉଛି। ଅଳ୍ପ ନମ୍ବର ପାଇଁ ସରକାରୀ ମେଡିକାଲ କଲେଜରେ ନାମଲେଖାରୁ ବଞ୍ଚିତ ଛାତ୍ରଛାତ୍ରୀମାନେ କୋଟାକୁ ଆସିବା ଆରମ୍ଭ କରିଦେଇଛନ୍ତି ବୋଲି ସେ ମତ ଦେଇଛନ୍ତି। 

Odisha: ନିଟ୍‌ ୟୁଜିରେ ଆଲେନ୍‌ ଓଡ଼ିଶାର ସଫଳତା

Read Entire Article
LEFT SIDEBAR AD

Hidden in mobile, Best for skyscrapers.