Earth Again Conference 2026: ‘ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିକେନ୍ଦ୍ରୀକୃତ ୟୁନିଟ୍ ତିଆରି କରିବା ଆବଶ୍ୟକ’

52 minutes ago 2
ARTICLE AD BOX

ଭୁବନେଶ୍ବର: ଦୈନିକ ‘ସମ୍ବାଦ’ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣରେ ଆୟୋଜିତ ସମାରୋହରେ ପାର୍ଟନରସିପ୍ ଏବଂ ହାବିଟାଟ୍ ଗ୍ରୁପ୍ସ, ଏଲଭିବିଏଲ୍ ଆକ୍ସିଲେରେଟର୍‌ ମୁଖ୍ୟ ଦିନ୍ନି ଲିଙ୍ଗରାଜ ଶନିବାର ଦିନ କହିଛନ୍ତି, ସମସ୍ତଙ୍କୁ ସମାନ ଭାବରେ ଜଳ ଯୋଗାଣ କରାଯାଉଛି କିମ୍ବା କିଛି ଲୋକଙ୍କୁ ମିଳୁଛି ତାହା ଏକ ମୌଳିକ ଡିଜାଇନ୍ ସମସ୍ୟା ଅଟେ। ଅଧିକାଂଶ ସହରରେ ଆବର୍ଜନା ପାଇଁ ବଡ଼ ବଡ଼ ଲ୍ୟାଣ୍ଡଫଲ୍ ତିଆରି କରାଯାଉଛି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିକେନ୍ଦ୍ରୀକୃତ ୟୁନିଟ୍ ତିଆରି କରିବା ଆବଶ୍ୟକ, ଯାହା ବାୟୋଗାସ୍ ପ୍ଲାଣ୍ଟ କିମ୍ବା କମ୍ପୋଷ୍ଟିଂ ଜରିଆରେ କରାଯାଇପାରିବ ଓ ଏଥିପାଇଁ ଏକ ବଜାର ମଧ୍ୟ ସୃଷ୍ଟି କରିବାକୁ ପଡିବ।

ଉତ୍କଳ ବିଶ୍ବବିଦ୍ୟାଳୟର ଏମ୍‌କେସିଜି ସଭାଗୃହରେ ପରିଚାଳିତ ଏକ ସ୍ବତନ୍ତ୍ର ଅଧିବେଶନରେ ପ୍ଲମ୍ବରମାନେ ବର୍ଷାଜଳ ଅମଳ ଓ ଭୂତଳ ଜଳ ରିଚାର୍ଜ କରିବା ଶିଖିବା ଉଚିତ୍ ଯାହା ସେମାନଙ୍କ ପାଇଁ ଏକ ଜରୁରୀ କୌଶଳ ଅଟେ। କୋଇଲା ଏବଂ ଷ୍ଟିଲ୍ ପରି ଅଣ-ନବୀକରଣ ଯୋଗ୍ୟ ଉତ୍ସଗୁଡ଼ିକୁ ହଠାତ୍ ବନ୍ଦ କରାଯାଇପାରିବ ନାହିଁ କାରଣ ଆମର ଆଗାମୀ ୩୦-୪୦ ବର୍ଷ ପାଇଁ ଜୀବାଶ୍ମ ଇନ୍ଧନର ଚାହିଦା ରହିଛି। କିନ୍ତୁ ଶିଳ୍ପଗୁଡ଼ିକୁ କ୍ରମଶଃ ସବୁଜ କରିବାକୁ ପଡ଼ିବ। 

ଫଟୋରେ ‘ପୁନଶ୍ଚ ପୃଥିବୀ’ର ଝଲକ

ସେ କହିଛନ୍ତି ଯେ, ସମସ୍ତଙ୍କୁ ସମାନ ଭାବରେ ଜଳ ଯୋଗାଣ କରାଯାଉଛି କିମ୍ବା କିଛି ଲୋକଙ୍କୁ ମିଳୁଛି ତାହା ଏକ ମୌଳିକ ଡିଜାଇନ୍ ସମସ୍ୟା ଅଟେ। ଅଧିକାଂଶ ସହରରେ ଆବର୍ଜନା ପାଇଁ ବଡ଼ ବଡ଼ ଲ୍ୟାଣ୍ଡଫଲ୍ ତିଆରି କରାଯାଉଛି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିକେନ୍ଦ୍ରୀକୃତ ୟୁନିଟ୍ ତିଆରି କରିବା ଆବଶ୍ୟକ, ଯାହା ବାୟୋଗାସ୍ ପ୍ଲାଣ୍ଟ କିମ୍ବା କମ୍ପୋଷ୍ଟିଂ ଜରିଆରେ କରାଯାଇପାରିବ ଓ ଏଥିପାଇଁ ଏକ ବଜାର ମଧ୍ୟ ସୃଷ୍ଟି କରିବାକୁ ପଡିବ।

ପ୍ଲମ୍ବରମାନେ ବର୍ଷାଜଳ ଅମଳ ଓ ଭୂତଳ ଜଳ ରିଚାର୍ଜ କରିବା ଶିଖିବା ଉଚିତ୍ ଯାହା ସେମାନଙ୍କ ପାଇଁ ଏକ ଜରୁରୀ କୌଶଳ ଅଟେ। କୋଇଲା ଏବଂ ଷ୍ଟିଲ୍ ପରି ଅଣ-ନବୀକରଣ ଯୋଗ୍ୟ ଉତ୍ସଗୁଡ଼ିକୁ ହଠାତ୍ ବନ୍ଦ କରାଯାଇପାରିବ ନାହିଁ କାରଣ ଆମର ଆଗାମୀ ୩୦-୪୦ ବର୍ଷ ପାଇଁ ଜୀବାଶ୍ମ ଇନ୍ଧନର ଚାହିଦା ରହିଛି। କିନ୍ତୁ ଶିଳ୍ପଗୁଡ଼ିକୁ କ୍ରମଶଃ ସବୁଜ କରିବାକୁ ପଡ଼ିବ ବୋଲି ଦିନ୍ନି ଲିଙ୍ଗରାଜ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.