ARTICLE AD BOX
ଗାଈ ଚରାଇବାକୁ ଯାଇ ଗତକାଲିଠାରୁ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଆଜି ସକାଳୁ ଜଙ୍ଗଲରୁ ଉଦ୍ଧାର ହୋଇଛି। ମୃତକ ହେଲେ ରାୟଗଡ଼ ବ୍ଲକ ଅନ୍ତର୍ଗତ ପୁତର ପଞ୍ଚାୟତର କରଞ୍ଜ ସାହି ଗ୍ରାମର ଭୀମ ଗମାଙ୍ଗ (୫୪) । ସୂଚନା ଅନୁସାରେ, ଭୀମ ଗତକାଲି ଗାଈ ଚରାଇବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ
acciBalangir Road Accident: Youth Killed, Brother-in-Law Critically Injured in Bike-Pickup Collisiondent Photograph: (sambad.in)ପାରଳାଖେମୁଣ୍ଡି: ଗାଈ ଚରାଇବାକୁ ଯାଇ ଗତକାଲିଠାରୁ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଆଜି ସକାଳୁ ଜଙ୍ଗଲରୁ ଉଦ୍ଧାର ହୋଇଛି। ମୃତକ ହେଲେ ରାୟଗଡ଼ ବ୍ଲକ ଅନ୍ତର୍ଗତ ପୁତର ପଞ୍ଚାୟତର କରଞ୍ଜ ସାହି ଗ୍ରାମର ଭୀମ ଗମାଙ୍ଗ (୫୪) । ସୂଚନା ଅନୁସାରେ, ଭୀମ ଗତକାଲି ଗାଈ ଚରାଇବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ତେବେ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲେ।
ଆହୁରି ପଢନ୍ତୁ: Helicopter crashes: ବାହାଘରର କିଛି ମିନିଟ୍ ପରେ ମୃତ୍ୟୁ! ସ୍ୱାମୀଙ୍କ ଶବ ତଳେ ୬ ଘଣ୍ଟା ଫସି ରହିଲେ ନବବଧୂ
ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଆଜି ସକାଳୁ ଜଙ୍ଗଲରେ ତାଙ୍କ ମୃତଦେହ ଠାବ ହୋଇଥିଲା। ଖବର ପାଇ ରାମଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଭୀମଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

4 days ago
4


