ARTICLE AD BOX
ବାଙ୍ଗିରିପୋଷି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଚଢ଼େଇ ପାହାଡି ଫୁଟବଲ ପଡ଼ିଆ ନିକଟରେ ବହି ଯାଇଥିବା ସଂକରାଇ ନାଳରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିଛି। ଲଘୁଚାପଜନିତ ବର୍ଷାରେ ଭାସି ଆସିଥିବା ଅନୁମାନ କରାଯାଉଛି।
young man body recovered Photograph: (sambad.in)ବାଙ୍ଗିରିପୋଷି:ବାଙ୍ଗିରିପୋଷି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଚଢ଼େଇ ପାହାଡି ଫୁଟବଲ ପଡ଼ିଆ ନିକଟରେ ବହି ଯାଇଥିବା ସଂକରାଇ ନାଳରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିଛି।
ଯୁବକଙ୍କ ପରିଚୟ ମିଳିନାହିଁ
ଲଘୁଚାପଜନିତ ବର୍ଷାରେ ଭାସି ଆସିଥିବା ଅନୁମାନ କରାଯାଉଛି। ମୃତ ଯୁବକଙ୍କର ଏବେ ସୁଦ୍ଧା ପରିଚୟ ମିଳିନାହିଁ। ପୁଲିସ ଓ ଜନସାଧାରଣଙ୍କ ଉପସ୍ଥିତିରେ ଦମକଳ ବାହିନୀ ଶବ ଉଦ୍ଧାର କରିଛି।
Flood: ଭଦ୍ରକ ଜିଲ୍ଲାରେ ସାଳନ୍ଦୀ ଓ ବୈତରଣୀରେ ଦ୍ବିତୀୟ ବନ୍ୟା ପରିସ୍ଥିତି, ସମୀକ୍ଷା କଲେ ଜିଲ୍ଲାପାଳ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 day ago
4


