ARTICLE AD BOX
/sambad/media/media_files/2026/08/10/786537-2026-08-10-15-32-52.jpeg)
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ସରକାର ଏବଂ ବିଜେପି ସମର୍ଥକଙ୍କୁ କଡ଼ା ସମାଲୋଚନା କରି ନିଆରା ପ୍ରତିବାଦ କରିଛନ୍ତି। ସଂସଦରେ ‘ମୋଦୀୟା ବିନ୍ଦ’ ଲେଖାଥିବା ଚଷମା ପିନ୍ଧି ସେ କହିଛନ୍ତି ଯେ, ଏହି ଚଷମା ‘ଅନ୍ଧ ଭକ୍ତ’ଙ୍କ ଚିକିତ୍ସା ପାଇଁ। ଯେଉଁମାନେ ଦେଶ ସାମ୍ନା କରୁଥିବା ସମସ୍ୟାକୁ ଦେଖିପାରୁ ନାହାନ୍ତି। ସେ ବ୍ୟଙ୍ଗାତ୍ମକ ଭାବରେ ମନ୍ତବ୍ୟ ଦେଇଛନ୍ତି ଯେ, ଯଦି ମୋତିଆବିନ୍ଦୁର ଚିକିତ୍ସା ହୋଇପାରୁଛି, ତେବେ ଏହାର ଚିକିତ୍ସା ମଧ୍ୟ କରାଯିବା ଆବଶ୍ୟକ।ରେଣୁକା ଚୌଧୁରୀ କହିଛନ୍ତି, ଏପରି ଲୋକମାନେ ଚୋରି ମାମଲା, ବ୍ରିଜ୍ ଭୁଶୁଡ଼ିବା କିମ୍ବା ଏନଇଇଟି ପରୀକ୍ଷା ସହ ଜଡିତ ପ୍ରସଙ୍ଗ ଦେଖାଯାଉ ନାହିଁ। ସେମାନେ କେବଳ ପ୍ରଶଂସା ଦେଖୁଛନ୍ତି। ସେଥିପାଇଁ ମୁଁ ଭାବିଛି ଯେ, ତାଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯିବା ଉଚିତ୍।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


