Car Swept Away ଖଡ଼ଖାଇ ନଦୀରେ ଭାସିଗଲା କାର୍‌

1 hour ago 1
ARTICLE AD BOX

ରାଇରଙ୍ଗପୁର/ସୁଲେଇପାଟ: ଲଗାଣ ବର୍ଷା ଯୋଗୁଁ ଖଡଖାଇ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଗଡ଼ଖାଇ ନଦୀବନ୍ଧର ନିମ୍ନରେ ଥିବା ସଡ଼କ ଦେଇ ଯାଉଥିବା ଏକ କାର୍‌ ବନ୍ୟାଜଳରେ ଭାସିଯାଇଛି। 

Advertisment

Madhyapradesh: ମଧ୍ୟପ୍ରଦେଶରେ ଡ୍ରେନ୍‌ରେ ଭାସିଗଲା ଭ୍ୟାନ୍‌, ଗୋଟିଏ ପରିବାରର ୯ ମୃତ

 ଆଜି ପୂର୍ବାହ୍‌ଣରେ ଡ୍ୟାମର ତଳ ପାର୍ଶ୍ୱରେ ଥିବା ଖଡଖାଇ ନଈରେ ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ଅଁଳାଡୁବାର ଦୁଇ ଯୁବକ ତାଙ୍କ କାର (ଓଡ଼ି-୧୧- ଏନ୍ -୮୨୦୮) ରେ ନଦୀ ପାର ହେଉଥିଲେ। ଏହି ସମୟରେ ପାଣିର ତୀବ୍ର ସ୍ରୋତରେ ଭାସି ଯାଇଥିଲେ।

car submerged1

ତେବେ ଅଳ୍ପକେ ଦୁଇ ଯୁବକ ବର୍ତ୍ତି ଯାଇଛନ୍ତି । କାରଟି ପ୍ରାୟ ୩୦୦ ମିଟର ପର୍ଯ୍ୟନ୍ତ ଭାସି ଯାଇଥିଲା।  ଆଜି (ମଙ୍ଗଳବାର) ସକାଳୁ ଉକ୍ତ କାରକୁ ପାଣିରୁ ଉଦ୍ଧାର କରାଯାଇଛି । 

Read Entire Article
LEFT SIDEBAR AD

Hidden in mobile, Best for skyscrapers.