Boars Rescued: ପରିତ୍ୟକ୍ତ କୂଅରୁ ଦୁଇ ବାରହା ସୁରକ୍ଷିତ ଉଦ୍ଧାର

6 hours ago 1
ARTICLE AD BOX

ବିନିକା: ଆଜି ସକାଳ ବିନିକା ରେଞ୍ଜ ଅଧୀନସ୍ଥ ଚରଦା ଗ୍ରାମର ଚାପ ଠେଲାଙ୍କ ପରିତ୍ୟକ୍ତକୂଅରେ ଦୁଇଟି ବଣୁଆ ବାରହା ପଡ଼ିଯାଇଥିଲେ। ଦୁହେଁ ରାତିରେ ଖାଦ୍ୟ ଅନ୍ବେଷଣରେ ଆସି ପରିତ୍ୟକ୍ତ କୂଅରେ ପଡ଼ି ଯାଇଥିଲେ । ବିନିକା ବନପାଳ ବନମାଳୀ ପାଣ୍ଡେ ଖବର ପାଇ ସଦଳ ବଳେ ଘଟଣା ସ୍ଥଳକୁ ପହଞ୍ଚି ବାରହା ଦ୍ଵୟକୁ  ନିରାପଦରେ ଉଦ୍ଧାର କରି ନିକଟସ୍ଥ ବିନିକା ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ବନପାଳ ପ୍ରକାଶ କରିଛନ୍ତି।

Advertisment

ଗ୍ରାମବାସୀ ସାମିଲ୍ ଥିଲେ

ଏଥିରେ ବନରକ୍ଷୀ ସୁରେଶ ପାଣ୍ଡେ, ଫରେଷ୍ଟ ସ୍କାଡ୍ ବେଲାଲ୍ ସେନ୍,ଦୂର୍ବାଦଳ, ସମ୍ପଦ, ଆଲୋକ,କବି, ସୁଜିତ ଏବଂ ଗ୍ରାମବାସୀ ସାମିଲ୍ ଥିଲେ। 

Death: ବଜ୍ରାଘାତରେ ଚାଲିଗଲା ଯୁବକଙ୍କ ଜୀବନ: ଆମ୍ବ ଗଛ ମୂଳେ ନେଉଥିଲେ ଆଶ୍ରୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.