Block Office: ବାଙ୍କୀ ଓ ଡମପଡ଼ା ବ୍ଲକ କାର୍ଯ୍ୟାଳୟ ଆଗରେ ଲାଗିଲା ବି ଏନ ଏସ ୧୬୩ ଧାରା

1 hour ago 1
ARTICLE AD BOX

ବିଡିଓଙ୍କ ମନମାନି ନେଇ ୨ଦିନ ପୂର୍ବରୁ ବିଜେପିର ଶତାଧିକ କର୍ମୀ କାର୍ଯ୍ୟାଳୟ ଘେରାଉ କରିଥିଲେ। ବାଙ୍କୀ ଓ ଡମପଡ଼ା ବ୍ଲକ କାର୍ଯ୍ୟାଳୟ ଆଗରେ ଲାଗିଲା ବି ଏନ ଏସ ୧୬୩ ଧାରା।

 (SAMBAD.IN) banki block office Photograph: (SAMBAD.IN)

ବାଙ୍କୀ: ବାଙ୍କୀ ଓ ଡମପଡ଼ା ବ୍ଲକ କାର୍ଯ୍ୟାଳୟ ଆଗରେ ଲାଗିଲା ବି ଏନ ଏସ ୧୬୩ ଧାରା। ବ୍ଲକରେ ବିଡିଓଙ୍କ ମନମାନି ନେଇ ୨ଦିନ ପୂର୍ବରୁ ବିଜେପିର ଶତାଧିକ କର୍ମୀ କାର୍ଯ୍ୟାଳୟ ଘେରାଉ କରିଥିଲେ। ଅନେକ ସମୟରେ ବିଡିଓ ଜନସାଧାରଣଙ୍କ କଥା ଶୁଣୁନଥିବା ଅଭିଯୋଗ କରି ଆଜି ବିଜେପିପକ୍ଷରୁ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ନିଷ୍ପତ୍ତି ନେଇଥିଲା।

୩ ପ୍ଲାଟୁନ ଫୋର୍ସ ମୁତୟନ

ଏହାଫଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ବାଙ୍କୀ ଉପଜିଲ୍ଲାପାଳ ୧୬୩ ଧାରା ଜାରି କରିଛନ୍ତି। ଉଭୟ ବ୍ଲକର କାର୍ଯ୍ୟାଳୟ ଆଗରେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ଏଯାଏ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ।

Hormuz Crisis: ହର୍ମୁଜ୍ ସଙ୍କଟ ମଧ୍ୟରେ ହଠାତ୍ ହଟ୍ ଲାଇନରେ ଆଲୋଚନା କଲେ ଇରାନ ଏବଂ ଜର୍ମାନୀ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.